Srabani Tu

କେମିତି କହିବି ଭଲପାଏ ତତେ
ଚୁପ-ଚୁପ, ଚୋରି-ଚୋରି
ଚୁପ ଚୁପ ଚୋରି ଚୋରି

ଶ୍ରାବଣୀ ତୁ ମୋ ପାଇଁ
ଖାଲି ଖାଲି ମୋ ପାଇଁ
ଖାଲି ତୁ ମୋ ପାଇଁ
ଖାଲି ତୁ ମୋ
ଶ୍ରାବଣୀ ତୁ ମୋ ପାଇଁ
ଖାଲି ଖାଲି ମୋ ପାଇଁ
ଖାଲି ତୁ ମୋ ପାଇଁ
ଖାଲି ତୁ ମୋ

ତୋତେ ଦେଖିବା ପରଠୁ ମୁଁ ଆଉ ମୁଁ ନାହିଁ
ତୋତେ ଦେଖିବା ପରଠୁ ମୁଁ ଆଉ ମୁଁ ନାହିଁ
ପାଗଳ ମୁଁ ତୋରି ପାଇଁ
ପାଗଳ ମୁଁ ତୋ ପାଇଁ

ଶ୍ରାବଣୀ ମୁଁ ତୋ ପାଇଁ
ଖାଲି ଖାଲି ତୋ ପାଇଁ
ଖାଲି ମୁଁ ତୋ ପାଇଁ
ଖାଲି ମୁଁ ତୋ

ଯଦିଓ ତତେ ମୁଁ କହିନି କେବେବି
ତଥାପି ବି ତୁ ମୋହର
ସତ ମୁଁ କହୁଛି ହବାକୁ ଦେବିନି
ତତେ ମୁଁ ଆଉ କାହାର

ଆଜି ଯାଏଁ ମନ ଯାହାକୁ ଚାହିଁଛି
କରିଛି ତାକୁ ନିଜର
ଜୀବନଠୁ ବୋଳି ଭଲପାଏ ତତେ
କେମିତି କରିବି ପର

ତତେ ଜାଣିବା ପରଠୁ ମୁଁ ଆଉ ମୁଁ ନାହିଁ
ତତେ ଜାଣିବା ପରଠୁ ମୁଁ ଆଉ ମୁଁ ନାହିଁ
ପାଗଳ ମୁଁ ତୋରି ପାଇଁ
ପାଗଳ ମୁଁ ତୋ ପାଇଁ

ଶ୍ରାବଣୀ ତୁ ମୋ ପାଇଁ
ଖାଲି ଖାଲି ମୋ ପାଇଁ
ଖାଲି ତୁ ମୋ ପାଇଁ
ଖାଲି ତୁ ମୋ

ଆଈମା କାହାଣୀ ରାଜକୁମାରି ତୁ
ସପନ ରାଇଜ ପରୀ
ଦେଖିନି ତୋ ପରି ଏତେ ମୁଁ ସୁନ୍ଦରୀ
ମନ କଲୁ ମୋର ଚୋରି
ଜାଣିନୁ ମୁଁ କେତେ ଭଲପାଏ ତତେ
କେତେ ତୁ ବୁଝିଛୁ ସତେ
ମୋ ସାରା ଦେହରେ
ଶିରାରେ ଶିରାରେ ସାଇତି ରଖିଛି ତତେ
ତତେ ଅଙ୍କିବା ପରଠୁ ମୁଁ ଆଉ ମୁଁ ନାହିଁ
ତତେ ଅଙ୍କିବା ପରଠୁ ମୁଁ ଆଉ ମୁଁ ନାହିଁ
ଅଧିର ମୁଁ ତୋରି ପାଇଁ
ଅଧିର ମୁଁ ତୋ ପାଇଁ

ଶ୍ରାବଣୀ ମୁଁ ତୋ ପାଇଁ
ଖାଲି ଖାଲି ତୋ ପାଇଁ
ଖାଲି ମୁଁ ତୋ ପାଇଁ
ଖାଲି ମୁଁ ତୋ
ଶ୍ରାବଣୀ ତୁ ମୋ ପାଇଁ
ଖାଲି ଖାଲି ମୋ ପାଇଁ
ଖାଲି ତୁ ମୋ ପାଇଁ
ଖାଲି ତୁ ମୋ
ଖାଲି ମୁଁ ତୋ ପାଇଁ
ଖାଲି ମୁଁ ତୋ



Credits
Writer(s): Srikant Gautam, Manmath Mishra
Lyrics powered by www.musixmatch.com

Link