Bhala Paye Boli
ଭଲପାଏ ବୋଲି କହିବା ପାଇଁ
ଆସିନାହିଁ ମୁହିଁ
ଆସିଛି ଆଜି ମନକୁ ତୁମ
ଛଡ଼ାଇ ନେବା ପାଇଁ
ଆସିଛି ଆଜି ମନକୁ ତୁମ
ଛଡ଼ାଇ ନେବା ପାଇଁ
ମୋ ମନ ତ ଅନେକ ଦିନୁ
ତୁମେ ଗଲ ନେଇ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ନୂଆ କିଛି ଖୁସି ଖବର
ମୋ ପାଖେ ଅଛି ଆଜି
ଶୁଣିଲେ ତୁମେ ଚମକି ଯିବ
ତମେ ବି ହବ ରାଜି
ସବୁଥିରେ ରାଜି ତ ଥିଲି
ଆଜିବି ରାଜି ଅଛି
ଆଜି ତ କୁହ କେବେ ଆସିବ?
ବହୁ ବେଶରେ ସାଜି
ଆସିଛି ଆଜି ସେଇ କଥା ଟି
ତୁମକୁ କହିବା ପାଇଁ
ଆସିଛି ଆଜି ସେଇ କଥା ଟି
ତୁମକୁ କହିବା ପାଇଁ
ମୋ ମନ ତ ଅନେକ ଦିନୁ
ତୁମେ ଗଲ ନେଇ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ତୁମ ଛଡ଼ା କାହାକୁ ଆଉ
ଜୀବନେ ଚାହିଁ ନାହିଁ
ତୁମ ଛଡ଼ା ତ କାହାକୁ ଆଉ
ସପନେ ଦେଖି ନାହିଁ
ସତ ହେଲେ ଏ ସପନ
କଣ ମତେ ଦବ?
ତୁମର ମୋର କାଲି ଯଦି
ହାତଗଣ୍ଠି ପଡ଼ିବ
ମାଗିବ ଯାହା ପାଇବ ତାହା
କହୁଛି ଦେହ ଛୁଇଁ
ମାଗିବ ଯାହା ପାଇବ ତାହା
କହୁଛି ଦେହ ଛୁଇଁ
ଭଲପାଏ ବୋଲି କହିବା ପାଇଁ
ଆସିନାହିଁ ମୁହିଁ
ଆସିଛି ଆଜି ମନକୁ ତୁମ
ଛଡ଼ାଇ ନେବା ପାଇଁ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ଆସିଛି ଆଜି ମନକୁ ତୁମ
ଛଡ଼ାଇ ନେବା ପାଇଁ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ଆସିନାହିଁ ମୁହିଁ
ଆସିଛି ଆଜି ମନକୁ ତୁମ
ଛଡ଼ାଇ ନେବା ପାଇଁ
ଆସିଛି ଆଜି ମନକୁ ତୁମ
ଛଡ଼ାଇ ନେବା ପାଇଁ
ମୋ ମନ ତ ଅନେକ ଦିନୁ
ତୁମେ ଗଲ ନେଇ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ନୂଆ କିଛି ଖୁସି ଖବର
ମୋ ପାଖେ ଅଛି ଆଜି
ଶୁଣିଲେ ତୁମେ ଚମକି ଯିବ
ତମେ ବି ହବ ରାଜି
ସବୁଥିରେ ରାଜି ତ ଥିଲି
ଆଜିବି ରାଜି ଅଛି
ଆଜି ତ କୁହ କେବେ ଆସିବ?
ବହୁ ବେଶରେ ସାଜି
ଆସିଛି ଆଜି ସେଇ କଥା ଟି
ତୁମକୁ କହିବା ପାଇଁ
ଆସିଛି ଆଜି ସେଇ କଥା ଟି
ତୁମକୁ କହିବା ପାଇଁ
ମୋ ମନ ତ ଅନେକ ଦିନୁ
ତୁମେ ଗଲ ନେଇ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ତୁମ ଛଡ଼ା କାହାକୁ ଆଉ
ଜୀବନେ ଚାହିଁ ନାହିଁ
ତୁମ ଛଡ଼ା ତ କାହାକୁ ଆଉ
ସପନେ ଦେଖି ନାହିଁ
ସତ ହେଲେ ଏ ସପନ
କଣ ମତେ ଦବ?
ତୁମର ମୋର କାଲି ଯଦି
ହାତଗଣ୍ଠି ପଡ଼ିବ
ମାଗିବ ଯାହା ପାଇବ ତାହା
କହୁଛି ଦେହ ଛୁଇଁ
ମାଗିବ ଯାହା ପାଇବ ତାହା
କହୁଛି ଦେହ ଛୁଇଁ
ଭଲପାଏ ବୋଲି କହିବା ପାଇଁ
ଆସିନାହିଁ ମୁହିଁ
ଆସିଛି ଆଜି ମନକୁ ତୁମ
ଛଡ଼ାଇ ନେବା ପାଇଁ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
ଆସିଛି ଆଜି ମନକୁ ତୁମ
ଛଡ଼ାଇ ନେବା ପାଇଁ
ବାକି ତ ମୋର ନାହିଁ କିଛି
ତୁମକୁ ଦେବା ପାଇଁ
Credits
Writer(s): Akshaya Mohanty, Pulak Banerjee, Rajshree Mukherjee
Lyrics powered by www.musixmatch.com
Link
Other Album Tracks
- Bidhira Bidhana
- Baha Baha Baha Dhabola
- Bohu Aanu Pahi Pahi Ki
- Mummy Tara Motha Hera
- Bhala Paye Boli
- Tume Aasi Gala Neyee
All Album Tracks: Bidhira Bidhana (Original Motion Picture Soundtrack) >
Altri album
- Sathiya O Sathiya (With Jhankar Beats) [From "Jalaakar Raakh Kar Doonga"]
- Mohd Aziz and Anuradha Paudwal - Adhunik Bangla Gaan (Instrumental)
- Sulagati Hain Aankhen (With Jhankar Beats) [From "Insaaf"]
- Aadhunik Bangla Gaan Mohammed Aziz and Anuradha Paudwal
- Aao Aao Luka Chhupi (From "Ek Aur Sikandar")
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.