Asiba Bara Tora

ଆସିବ ବର ତୋର, ହୋଇବ ବାହାଘର
ଆସିବ ବର ତୋର, ହୋଇବ ବାହାଘର
ତା'ପରେ କି ହବ କହଲୋ?

ତା'ପରେ କି ହବ କହଲୋ?
ତା'ପରେ କି ହବ କହଲୋ?

ବାଜିବ ସାହାନାଇ, ଫୁଲେଇ ହେଉ କାଇଁ
ବାଜିବ ସାହାନାଇ, ଫୁଲେଇ ହେଉ କାଇଁ
ଲୁଚାଇଛୁ ବର କାହିଁଲୋ?

ତା'ପରେ କି ହବ କହଲୋ?
ତା'ପରେ କି ହବ କହଲୋ?

ନଇଁ ନଇଁ ନଇଁ ନଇଁ ନଇଁ ନଇଁ ଚାଲିବୁ
କଇଁ କଇଁ କଇଁ ମିଛି ମିଛିକା ତୁ କାନ୍ଦିବୁ
ନଇଁ ନଇଁ ନଇଁ ନଇଁ ନଇଁ ନଇଁ ଚାଲିବୁ
କଇଁ କଇଁ କଇଁ ମିଛି ମିଛିକା ତୁ କାନ୍ଦିବୁ

ଆସିବ ମନ ଚୋର, ମାରିବ ଫୁଲଶର
ଆସିବ ମନ ଚୋର, ମାରିବ ଫୁଲଶର
ତା'ପରେ କି ହବ କହଲୋ?

ତା'ପରେ କି ହବ କହଲୋ?
ତା'ପରେ କି ହବ କହଲୋ?

ଚୁପି ଚୁପି ଚୁପି ବର ତୋର ପାଖେ ଆସିବ
ମିଠା ମିଠା କଥା ଚଉଠି ରାତିରେ କହିବ
ଚୁପି ଚୁପି ଚୁପି ବର ତୋର ପାଖେ ଆସିବ
ମିଠା ମିଠା କଥା ଚଉଠି ରାତିରେ କହିବ

ଛାତି ତୋ ଦକଦକ, ମନ ତୋ ସକସକ
ଛାତି ତୋ ଦକଦକ, ମନ ତୋ ସକସକ
ଲେଖିବୁ ତା'ପର ଖବର

ତା'ପରେ କି ହବ କହଲୋ?
ତା'ପରେ କି ହବ କହଲୋ?

ଆସିବ ବର ତୋର, ହୋଇବ ବାହାଘର
ଆସିବ ବର ତୋର, ହୋଇବ ବାହାଘର
ତା'ପରେ କି ହବ କହଲୋ?

ତା'ପରେ କି ହବ କହଲୋ?
ତା'ପରେ କି ହବ କହଲୋ?
ତା'ପରେ କି ହବ କହଲୋ?
ତା'ପରେ କି ହବ କହଲୋ?



Credits
Writer(s): Basudev Rath, Gour Pattnaik
Lyrics powered by www.musixmatch.com

Link