Akhi Maage Manjuri
ତୋତେ ଖାଲି ଦେଖିବାକୁ ଆଖି ମାଗେ मंजूरी
ସ୍ବପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ
ତୋତେ ଖାଲି ଦେଖିବାକୁ ଆଖି ମାଗେ मंजूरी
ସ୍ଵପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ
ମନ ସାରା ମହକେ ତୋ ପ୍ରେମ କସ୍ତୁରୀ
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
सुरमयी ଆଖି ତୋର କଲା କିମିଆଁ
ତୋ ପ୍ରେମରେ ପଡ଼ିଗଲି ଓ ପ୍ରିୟା
नन्हा, मुन्ना ତୋ ହୃଦୟ ଏତେ ପାଗଳ
କିଣିନେଲା ମୋର ସଂଜ ସକାଳ
ତୋତେ ଖାଲି ପ୍ରେମ ଟିକେ ମୁଁ ମାଗେ ଉଧାରି
ଋତୁପର୍ଣ୍ଣା ରାଣୀ ତୁ ଲୋ, ମୋ ମନ-ମୟୂରି
ଛୁଇଁ ଦେଲେ ପବନରେ ବାଜେ ମହୁରୀ
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସର-ଗମ୍ बाँसुरी
ଏମିତି ତୁ ରହିଗଲୁ ଆଖି ପଲକେ
ସାତରଙ୍ଗୀ ସମୟଟା ଅଟକେ
ଓ, ସୁନା ରଙ୍ଗି ତୋ ଚେହେରା, ସୁନା ପାତିଆ
ଝଲସେଇ ଦେଲା ମୋର ଦୁନିଆ
ଲାଗୁ କାଇଁ ମୋ ପାଇଁକି ତୁ ଏତେ जरूरी?
ରହିଯିବ ଜୀବନଟା ତୋ ବିନା अधूरी
ତୋ ପ୍ରେମରେ ମନ ମୋର ଯାଏ ବାହାରି
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
ସନ୍-ସନ୍-ସା-ନା-ନା-ନା (ସନ୍-ସନ୍-ସା-ନା-ନା-ନା)
ସ୍ବପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ
ତୋତେ ଖାଲି ଦେଖିବାକୁ ଆଖି ମାଗେ मंजूरी
ସ୍ଵପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରୀ
ମନ ସାରା ମହକେ ତୋ ପ୍ରେମ କସ୍ତୁରୀ
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
सुरमयी ଆଖି ତୋର କଲା କିମିଆଁ
ତୋ ପ୍ରେମରେ ପଡ଼ିଗଲି ଓ ପ୍ରିୟା
नन्हा, मुन्ना ତୋ ହୃଦୟ ଏତେ ପାଗଳ
କିଣିନେଲା ମୋର ସଂଜ ସକାଳ
ତୋତେ ଖାଲି ପ୍ରେମ ଟିକେ ମୁଁ ମାଗେ ଉଧାରି
ଋତୁପର୍ଣ୍ଣା ରାଣୀ ତୁ ଲୋ, ମୋ ମନ-ମୟୂରି
ଛୁଇଁ ଦେଲେ ପବନରେ ବାଜେ ମହୁରୀ
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସର-ଗମ୍ बाँसुरी
ଏମିତି ତୁ ରହିଗଲୁ ଆଖି ପଲକେ
ସାତରଙ୍ଗୀ ସମୟଟା ଅଟକେ
ଓ, ସୁନା ରଙ୍ଗି ତୋ ଚେହେରା, ସୁନା ପାତିଆ
ଝଲସେଇ ଦେଲା ମୋର ଦୁନିଆ
ଲାଗୁ କାଇଁ ମୋ ପାଇଁକି ତୁ ଏତେ जरूरी?
ରହିଯିବ ଜୀବନଟା ତୋ ବିନା अधूरी
ତୋ ପ୍ରେମରେ ମନ ମୋର ଯାଏ ବାହାରି
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
ସନ୍-ସନ୍-ସା-ନା-ନା-ନା शायरी ତୁ
ସର୍-ସର୍, ସରଗମ୍ बाँसुरी
ସନ୍-ସନ୍-ସା-ନା-ନା-ନା (ସନ୍-ସନ୍-ସା-ନା-ନା-ନା)
Credits
Writer(s): Baidyanath Dash
Lyrics powered by www.musixmatch.com
Link
Other Album Tracks
- Akhi Maage Manjuri
- Deidele Sarijibaki
- Local Toka Love Chokha
- Love Chaliba Tora Mora
- Love Ra Maa Ku Namaskar
All Album Tracks: Local Toka Love Chokha (Original Motion Picture Soundtrack) >
Altri album
- Saraga Puraru Asichi Priya (Original Motion Picture Soundtrack) - Single
- Akashare Janha (From "Kemiti Bhulibi Mun")
- Niswasa Jaruri (From "Kemiti Bhulibi Mun")
- Romeo Raja (Original Motion Picture Soundtrack) - EP
- Kaincha Maali Child Version (From "Kaincha Maali")
- Kaincha Maali Sad Version (From "Kaincha Maali")
- To Prema Thila Mo Bhagyare (From "Kaincha Maali")
- Laharmani (From "Kaincha Maali")
- Kaincha Maali Title Song (From "Kaincha Maali")
- Champion (Original Motion Picture Soundtrack)
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.