Kaha Ete Kahin Bhala Pau

ଶୁଭ ମୋର ମନାସୁଛୁ, ସଞ୍ଜବତି ଦଉ ଦଉ
କହ ଏତେ କାଇଁ ଭଲପାଉ?
ମନ କଥା ବୁଝିଯାଉ, ଆଖିରେ ମୋ କହୁ କହୁ
କହ ଏତେ କାଇଁ ଭଲପାଉ?

ଲକ୍ଷେ ଦେବତାଙ୍କୁ ପୂଜି, ପାଇଚି ତତେ ମୁଁ ଖୋଜି
ପୂଜାରିଣୀ ତୋର ସାଜି, ତୋ ପ୍ରେମରେ ଗଲି ହଜି

ତୋ ବିନା ଈଶ୍ୱରଙ୍କୁ କିଛି ମାଗିନି ଆଉ

କହ ଏତେ କାଇଁ ଭଲପାଉ?
କହ ରେ କହ, ଏତେ କାଇଁ ଭଲପାଉ?
କହ ଏତେ କାଇଁ ଭଲପାଉ?
କହ ରେ କହ, ଏତେ କାଇଁ ଭଲପାଉ?

ଫୁଲେଇ, ଗେହ୍ଲେଇ ମୋ ସୁନା ମଇନା
ତୋ ପ୍ରେମ ବିନା ମୁଁ କିଛି ଚାହେଁନା
ପାଗଳ ପ୍ରେମିକ, ତୁ ପ୍ରେମୀ ଦିୱାନା
ମୋ ହସ, ଖୁସିର ତୁ ଠିକଣା

ହୋ, ଫୁଲେଇ, ଗେହ୍ଲେଇ ମୋ ସୁନା ମଇନା
ତୋ ପ୍ରେମ ବିନା ମୁଁ କିଛି ଚାହେଁନା
ହୋ, ପାଗଳ ପ୍ରେମିକ, ତୁ ପ୍ରେମୀ ଦିୱାନା
ମୋ ହସ, ଖୁସିର ତୁ ଠିକଣା

ଥାଉ ଥାଉ ଏତେ ପୁଅ, ଚିହ୍ନିଲୁ କେମିତି କହ?
ଆଜିର ଏ ପ୍ରେମ ନୁହଁ, ୧୦୦ ଜନମର ଏ ଖିଅ

ତୋ ବିନା ପ୍ରାର୍ଥନାରେ କିଛି ମାଗିନି ଆଉ

କହ ଏତେ କାଇଁ ଭଲପାଉ?
କହ ରେ କହ, ଏତେ କାଇଁ ଭଲପାଉ?
ହାଁ, ଏତେ କାଇଁ ଭଲପାଉ?
କହ ରେ କହ, ଏତେ କାଇଁ ଭଲପାଉ?

ତୋ ଘରେ ସାଜିଛି ଯେବେଠୁ ଘରଣୀ
ମଥାରୁ କାଢ଼ିନି କେବେ ଓଢଣୀ
କଉଠୁ ଶିଖିଲୁ ଏ ଚାଲି-ଚଳଣି?
ମୁଁ ଖାଣ୍ଟି ଓଡ଼ିଆ, ତୁ ଓଡ଼ିଆଣି

ହୋ, ତୋ ଘରେ ସାଜିଛି ଯେବେଠୁ ଘରଣୀ
ମଥାରୁ କାଢ଼ିନି କେବେ ଓଢଣୀ
କଉଠୁ ଶିଖିଲୁ ଏ ଚାଲି-ଚଳଣି?
ମୁଁ ଖାଣ୍ଟି ଓଡ଼ିଆ, ତୁ ଓଡ଼ିଆଣି

ତୋ ପ୍ରେମ ମୋ ପାଇଁ ଗର୍ବ
ତୋ ଘର ମୋ ପାଇଁ ସ୍ୱର୍ଗ
ଭଲଥିଲା ବୋଲି ଭାଗ୍ୟ
ଭାବିଲୁ ମୋତେ ତୋ ଯୋଗ୍ୟ

ତୋ ବିନା ଜୀବନରେ କିଛି ଚାହେଁନି ଆଉ

କହ ଏତେ କାଇଁ ଭଲପାଉ?
କହ ରେ କହ, ଏତେ କାଇଁ ଭଲପାଉ?
କହ ଏତେ କାଇଁ ଭଲପାଉ?
କହ ରେ କହ, ଏତେ କାଇଁ ଭଲପାଉ?



Credits
Writer(s): Biraja Prasad
Lyrics powered by www.musixmatch.com

Link