Nua Nua Prema Heichi

କଣେଇ ଚାହୁଁଛିଲୋ ଆଲୋ ମୋ ଲୋଟଣୀ ପାରା
ଭାବୁଛି ବସି ମୁଁ କେବେ ମତେ ଦବୁଲୋ ଧରା?
ହଁ, କଣେଇ ଚାହୁଁଛିଲୋ ଆଲୋ ମୋ ଲୋଟଣୀ ପାରା
ଭାବୁଛି ବସି ମୁଁ କେବେ ମତେ ଦବୁଲୋ ଧରା?

ଆରେ ମୋ ରୋମିଓ ରାଜା, ଖୋଲି ପ୍ରେମ दरवाजा
ଆରେ ମୋ ରୋମିଓ ରାଜା, ଖୋଲି ପ୍ରେମ दरवाजा

Love-love feel ଦଉଛି

ବୋଧେ ନୂଆ-ନୂଆ ପ୍ରେମ ହେଇଛି
ହୋ baby ଲୋ, ନୂଆ-ନୂଆ ପ୍ରେମ ହେଇଛି
ତତେ ନୂଆ-ନୂଆ ପ୍ରେମ ହେଇଛି
ମୋ ଧନରେ ନୂଆ-ନୂଆ ପ୍ରେମ ହେଇଛି

ଉପରବାଲା ତୋ ସାଥିରେ ମତେଲୋ ଦେଇଛି ଯୋଡ଼ି
ରାଜି ହେଲେ ତୁ ମୋ ପ୍ରେମଗାଡ଼ି ଧୀରେ-ଧୀରେ ଯିବ ଗଡ଼ି
ହଁ, ଉପରବାଲା ତୋ ସାଥିରେ ମତେଲୋ ଦେଇଛି ଯୋଡ଼ି
ରାଜି ହେଲେ ତୁ ମୋ ପ୍ରେମଗାଡ଼ି ଧୀରେ-ଧୀରେ ଯିବ ଗଡ଼ି

Soft वाला heart ମୋର ହେଲେ ନୁହେଁ ଜମା ବୋକି
ଏତେ ସହଜେ ମୋ ମନକୁ ପାରିବୁନି ଧନ ରଖି

ତୁ ମୋ ଭାଗ୍ୟରେ ଲେଖା, ତତେ ପଟେଇବି ପକା
ତୁ ମୋ ଭାଗ୍ୟରେ ଲେଖା, ତତେ ପଟେଇବି ପକା

ଏକଥା ମୁଁ ଭାବି ସାରିଛି

ବୋଧେ ନୂଆ-ନୂଆ ପ୍ରେମ ହେଇଛି
ହୋ baby ଲୋ, ନୂଆ-ନୂଆ ପ୍ରେମ ହେଇଛି
ତତେ ନୂଆ-ନୂଆ ପ୍ରେମ ହେଇଛି
ମୋ ଧନରେ ନୂଆ-ନୂଆ ପ୍ରେମ ହେଇଛି

ପ୍ରେମ-କୁହୁକ କରିଦେଲୁ କି ଆରେ ମୋ ଚିକିଣା hero
ତୋ ଆଗେ ସବୁ ପ୍ରେମ ପାଗଳ ହେଇଯିବେ ରେ zero
ପ୍ରେମ-କୁହୁକ କରିଦେଲୁ କି ଆରେ ମୋ ଚିକିଣା hero
ତୋ ଆଗେ ସବୁ ପ୍ରେମ ପାଗଳ ହେଇଯିବେ ରେ zero

ନଅ ତିଅଣ ଛଅଭଜା ତୁ ମୋ ଘରେ ରାନ୍ଧିକି ଦବୁ
ପାଖରେ ବସି ନିଜ ହାତରେ ମତେଲୋ ପରଶୁ ଥିବୁ

ତୁ ଆସିବୁ ରେ ରାଜା, ହଁ ବଜେଇକି ବାଜା
ତୁ ଆସିବୁ ରେ ରାଜା, ହଁ ବଜେଇକି ବାଜା
ତୋ ବାଟକୁ ଚାହିଁ ବସିଛି

ବୋଧେ ନୂଆ-ନୂଆ ପ୍ରେମ ହେଇଛି
ହୋ baby ଲୋ, ନୂଆ-ନୂଆ ପ୍ରେମ ହେଇଛି
ତତେ ନୂଆ-ନୂଆ ପ୍ରେମ ହେଇଛି
ମୋ ଧନରେ ନୂଆ-ନୂଆ ପ୍ରେମ ହେଇଛି
ନୂଆ-ନୂଆ ପ୍ରେମ ହେଇଛି
ହୋ baby ଲୋ, ନୂଆ-ନୂଆ, ନୂଆ-ନୂଆ ପ୍ରେମ ହେଇଛି



Credits
Writer(s): R Chiku
Lyrics powered by www.musixmatch.com

Link