Rabba Rabba

ନା-ନା-ନା
ନା-ନା-ନା

ଗୋଟିଏ ଜୀବନ ଲାଗେ ଶୂନ-ଶୂନ
ଖୋଜୁଛି ଶହେଟି ଜନ୍ମ
ଶହେଟି ସପନ ଲାଗେ ଶୂନ-ଶୂନ
ଖୋଜୁଛି ହଜାରେ ସ୍ଵପ୍ନ

ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ ଜୀବନ୍ତ

रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा
रब्बा दे दे मुझे महोलत

ଗୋଟିଏ ଫଗୁଣ ଲାଗେ ଶୂନ-ଶୂନ
ଖୋଜୁଛି ଶହେ ଫଗୁଣ
ଶହେଟି ଶ୍ରାବଣ ଲାଗେ ଶୂନ-ଶୂନ
ଖୋଜୁଛି ଲକ୍ଷେ ଶ୍ରାବଣ

ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ, ଜୀବନ୍ତ

रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा
रब्बा दे दे मुझे महोलत

Everywhere I see only you
My love is so true
O princess! My heart is only you

କଥା ଜମା ସରୁନାହିଁ କଥାହେଲେ
ମନ ଜମା ପୁରୁନାହିଁ ଦେଖାହେଲେ
ବାଟ ଜମା ସରୁନାହିଁ କେତେବେଳେ
ଛୋଟ ଲାଗେ ସାରାଦିନ ତୁ ଥିଲେ

ଗୋଟିଏ କାରଣ ଲାଗେ ଶୂନ-ଶୂନ
ଖୋଜୁଛି ଶହେ କାରଣ
ଫୁଲର ତୋରଣ ଲାଗେ ଶୂନ-ଶୂନ
ଖୋଜୁଛି ପ୍ରେମ-ତୋରଣ

ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ, ଜୀବନ୍ତ

रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा (ହୋ-ହୋ, रब्बा, रब्बा)
रब्बा दे दे मुझे महोलत (रब्बा दे दे मुझे महोलत)

ନା-ନା-ନା
ନା-ନା-ନା

ପାଦ ଜମା ଲାଗୁନାହିଁ ମାଟି ତଳେ
ଆଖି ଜମା ବୁଝୁନାହିଁ କେତେବେଳେ
ନିଦ ଜମା ଲାଗେନାହିଁ କେତେବେଳେ
ମହୁ ଝରେ ସାରାରାତି ତୁ ଥିଲେ

ଗୋଟିଏ ବନ୍ଧନ ଲାଗେ ଶୂନ-ଶୂନ
ଖୋଜୁଛି ଶହେ ବନ୍ଧନ
ଗୋଟିଏ ମିଳନ ଲାଗେ ଶୂନ-ଶୂନ
ଖୋଜୁଛି ଲକ୍ଷେ ମିଳନ

ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ, ଜୀବନ୍ତ

रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा
रब्बा दे दे मुझे महोलत
ହୋ-ହୋ, रब्बा, रब्बा
रब्बा दे दे मुझे महोलत
ନା-ନା-ନା



Credits
Writer(s): Prem Anand
Lyrics powered by www.musixmatch.com

Link