Awara E Dil Mora

ହୋ-ହୋ-ହୋ
ହୋ-ହୋ-ହୋ

आवारा ଏ दिल ମୋର ହଲଚଲ୍ ତୋ ପାଇଁ
ମତେ ଛୁଇଁ ଚାଲିଯାଏ हरपल ତୋ ଛାଇ
ହୋ-ହୋ-ହୋ
आवारा ଏ दिल ମୋର ହଲଚଲ୍ ତୋ ପାଇଁ
ମତେ ଛୁଇଁ ଚାଲିଯାଏ हरपल ତୋ ଛାଇ

ସପନର ରଙ୍ଗ ହେଇ
ପଲକରେ ଗଲୁ ରହି

ଛାତିତଳୁ ହୃଦୟ ମୋ କରିଲୁ ଚୋରି

ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
इश्क़ है तू मेरी
ତୁ ମୋ ମନମିତ, ତୁ ମୋ ପ୍ରେମଗୀତ
ତୁ ମୋ ଶାୟରୀ
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
इश्क़ है तू मेरी
ତୁ ମୋ ମନମିତ, ତୁ ମୋ ପ୍ରେମଗୀତ
ତୁ ମୋ ଶାୟରୀ

ହୋ-ହୋ-ହୋ
ହୋ-ହୋ-ହୋ

ଏମିତି ଲାଗିଲୁ ଭଲ ତୁ ହେଇଗଲି ତୋ दीवाना
ହୃଦୟେ ରଖିଲି ତତେ ମୁଁ ତୋ ବିନା କିଛି ଚାହେଁନା
ହାଏ, ଏମିତି ଲାଗିଲୁ ଭଲ ତୁ ହେଇଗଲି ତୋ दीवाना
ହୃଦୟେ ରଖିଲି ତତେ ମୁଁ ତୋ ବିନା କିଛି ଚାହେଁନା

ଏତେ ମିଠା ଛୁଆଁ ତୋର
ଭିଯେଇଲା ମନ ମୋର

ଚାଲିବାକୁ ଇଛା ହେଲା ତୋ ହାତ ଧରି

ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
इश्क़ है तू मेरी
ତୁ ମୋ ମନମିତ, ତୁ ମୋ ପ୍ରେମଗୀତ
ତୁ ମୋ ଶାୟରୀ
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
इश्क़ है तू मेरी
ତୁ ମୋ ମନମିତ, ତୁ ମୋ ପ୍ରେମଗୀତ
ତୁ ମୋ ଶାୟରୀ

ହୋ-ହୋ-ହୋ
ହୋ-ହୋ-ହୋ

ପ୍ରେମର ପହିଲି ବାସ୍ନା ତୁ ତୋ ରଙ୍ଗ ଲାଗେ ନିଆରା
ଜହ୍ନର ରୂପେଲି ଜ୍ୟୋତ୍ସ୍ନା ତୁ ମିଠା ଲାଗେ ତୋ ଇଶାରା
ହେ, ପ୍ରେମର ପହିଲି ବାସ୍ନା ତୁ ତୋ ରଙ୍ଗ ଲାଗେ ନିଆରା
ଜହ୍ନର ରୂପେଲି ଜ୍ୟୋତ୍ସ୍ନା ତୁ ମିଠା ଲାଗେ ତୋ ଇଶାରା

ନିଶା ନିଶା ଆଖି ତୋର
ଚୋରିକଲା ନିଦ ମୋର

ରହିଗଲୁ ମନ ତଳେ ଘରଟେ କରି

ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
इश्क़ है तू मेरी
ତୁ ମୋ ମନମିତ, ତୁ ମୋ ପ୍ରେମଗୀତ
ତୁ ମୋ ଶାୟରୀ
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
इश्क़ है तू मेरी
ତୁ ମୋ ମନମିତ, ତୁ ମୋ ପ୍ରେମଗୀତ
ତୁ ମୋ ଶାୟରୀ



Credits
Writer(s): Manas Kumar, Sunil Maharana
Lyrics powered by www.musixmatch.com

Link