Ei Manaku Bhulai

ଏ ମନକୁ ଭୁଲାଇ
ରଖିଥିଲି ସଜାଇ
ଏତେ ଦିନ ତୁମରି ପାଇଁ

ଏ ମନକୁ ଭୁଲାଇ ରଖିଥିଲି ସଜାଇ
ଏତେ ଦିନ ତୁମରି ପାଇଁ

ହୋ, କଥାଦିଅ ମନ ନେଇ ଦେବନି ହଜାଇ

ହୋ, ଏ ମନକୁ ଭୁଲାଇ, ହୋ

ନଥିଲା ମନ ଅମାନିଆ (ଆ-ଆ-ଆ)
ଅବୁଝା ଆଜି ଏତେ କିଆଁ? (ଆ-ଆ-ଆ)
ଜାଣେନା ଏ କି ଶିହରଣ
ଭରିଛି ପହିଲି ମିଳନ

ହୋ, ସବୁ ବୁଝିହୁଏ ହେଲେ, ହୁଏନା ବୁଝାଇ, ହୋ

ଏ ମନକୁ ଭୁଲାଇ ରଖିଥିଲି ସଜାଇ
ଏତେ ଦିନ, ଏତେ ଦିନ ତୁମରି ପାଇଁ

ହୋ, କଥାଦିଅ ମନ ନେଇ ଦେବନି ହଜାଇ

ହୋ, ଏ ମନକୁ ଭୁଲାଇ, ହୋ

ଜୀବନେ କୋଟି ପୁଣ୍ୟ କଲେ (ହୋ-ହୋ)
ଏମିତି ସାଥୀଟିଏ ମିଳେ
ଗଢ଼ିବି ଦୁନିଆଁରେ ମୁହିଁ
ସରଗ ଟିଏ ତୁମ ପାଇଁ

ହୋ, ଜୀବନକୁ ଦୁହେଁ ମିଶି ଦେବା ସଜାଇ (ହୋ, ଜୀବନକୁ ଦୁହେଁ ମିଶି ଦେବା ସଜାଇ)

ହୋ, ଏ ମନକୁ ଭୁଲାଇ ରଖିଥିଲି ସଜାଇ
ଏତେ ଦିନ
ଏତେ ଦିନ
ଏତେ ଦିନ ତୁମରି ପାଇଁ (ଏତେ ଦିନ ତୁମରି ପାଇଁ)

ହୋ, କଥାଦିଅ ମନ ନେଇ ଦେବନି ହଜାଇ, ହୋ (ହୋ, କଥାଦିଅ ମନ ନେଇ ଦେବନି ହଜାଇ)



Credits
Writer(s): Mohammad Nizam, Saroj Patnaik
Lyrics powered by www.musixmatch.com

Link