Nishibijane

ନିଶି ବିଜନେ ଭାବେ ମନେ
ମୁଁ କେମିତି ଜିଇଁଛି? କାହିଁକି ଜିଇଁଛି?
କେମିତି ଜିଇଁଛି? କାହିଁକି ଜିଇଁଛି?
ତୁମ ବିନେ, ତୁମ ବିନେ

ନିଶି ବିଜନେ
(ନିଶି ବିଜନେ)
(ନିଶି ବିଜନେ ଭାବେ ମନେ)

ମୋହରି ଆଶା ହାଏ ହେଲାନି ମୋର
ଜଣାବି ପଡ଼ିଲାନି ଆପଣା ପର
ଢେଉର ସାଥେ ଖେଳି ରହିଲି କୂଳେ
ସାଗର ରହି ଗଲା ଅନେକ ଦୂରେ

ସେଇ ସପନେ ଖୋଜେ ମନେ
ମୁଁ କାହାକୁ ଜିଣିଛି? କାହାଠୁ ହାରିଛି?
ମୁଁ କାହାକୁ ଜିଣିଛି? କାହାଠୁ ହାରିଛି?
ଅଭିମାନେ, ଅଭିମାନେ



Credits
Writer(s): Akshya Mohanty, Arundhuti
Lyrics powered by www.musixmatch.com

Link