Rati Je Khoje

ରାତି ଯେ ଖୋଜେ ସୂର୍ଯ୍ୟମୁଖୀ
ଦିନ ଯେ ଖୋଜେ ନିଶିଗନ୍ଧା
ଚାତକ ଖୋଜେ ନିଦାଭଜଳା
ଚକୋର ଖୋଜେ ମଧୁସନ୍ଧ୍ୟା
ମୁଁ ଯେ ଖୋଜେ...
ମୁଁ ଯେ ଖୋଜେ...
ତୁମକୁ, ତୁମକୁ, ତୁମକୁ ।
ନଦୀ ଯେ ଖୋଜେ ସାହାରାମରୁ
ସାଗର ଖୋଜେ ଟିକେ ଶାନ୍ତି
ବନର ପକ୍ଷୀ ଶିକୁଳୀ ଖୋଜେ
ପଞ୍ଜୁରୀ ସାରୀ ଖୋଜେ ମୁକ୍ତି
ମୁଁ ଯେ ଖୋଜେ...
ମୁଁ ଯେ ଖୋଜେ...
ତୁମକୁ, ତୁମକୁ, ତୁମକୁ ।
ପ୍ରେମ ଯେ ଖୋଜେ...
ପ୍ରେମ ଯେ ଖୋଜେ...
ପ୍ରେମକୁ, ପ୍ରେମକୁ, ପ୍ରେମକୁ।



Credits
Writer(s): Akshaya Mohanty
Lyrics powered by www.musixmatch.com

Link