Luchichhi Mun Luchichhi

ଲୁଚିଛି, ମୁଁ ଲୁଚିଛି
ଗୋଡ଼ ଦି'ଟା ଦିଶୁଛି
ଲୁଚିଛି, ମୁଁ ଲୁଚିଛି
ଗୋଡ଼ ଦି'ଟା ଦିଶୁଛି

ନା' ଟା ମିଛକୁ ଘନ କାଳିଆ ମୁଁ
ନା' ଟା ମିଛକୁ ଘନ କାଳିଆ ମୁଁ
ଯମୁନା ଯିବାକୁ ଡ଼ରୁଛି

ଲୁଚିଛି, ମୁଁ ଲୁଚିଛି
ଗୋଡ଼ ଦି'ଟା ଦିଶୁଛି

ଏତେ ତର-ତର ରାତି ଅଧରେ
କୁଆଡେ ଯାଉଛ କୁହନା ଥରେ
ହେଇ, ଏତେ ତର-ତର ରାତି ଅଧରେ
କୁଆଡେ ଯାଉଛ କୁହନା ଥରେ

ଦେଖିବ ଘରଣୀ ଚନ୍ଦ୍ର-ବଦନ
ବୋଳିଦେବ ମୁହେଁ କର ଚୁମ୍ବନ, ଆହା
ହୋ-ହୋ-ହୋ, ଆମେ ତ ଚାହିଁଛୁ ଥରେ ଦେଖିବାକୁ
କୁନୁମୁନୁ ହସ ମୁରୁକି

ଲୁଚିଛି, ମୁଁ ଲୁଚିଛି
ଗୋଡ଼ ଦି'ଟା ଦିଶୁଛି

କୁନୁମୁନୁ ସେ କି ତୁମରି ପରି
ଅଧା ମା' ରୁ ତ କରିଛି ଚୋରି
ହୁଁ, କୁନୁମୁନୁ ସେ କି ତୁମରି ପରି
ଅଧା ମା' ରୁ ତ କରିଛି ଚୋରି

ଯେଣେ ଇଛା ପଛେ ତେଣିକି ଯାଅ
କିଏ ଅବା ଦେବ ଏମିତି ସ୍ନେହ, ହାହା
ହା-ହା-ହୋ, ଜାଣିଥ କହୁଛି ଆଉ ମିଳିବେନି
ଇତିର ସ୍ମୃତି ମୂରୁଚ୍ଛି

ଲୁଚିଛି, ମୁଁ ଲୁଚିଛି
ଗୋଡ଼ ଦି'ଟା ଦିଶୁଛି

ନା' ଟା ମିଛକୁ ଘନ କାଳିଆ ମୁଁ
ନା' ଟା ମିଛକୁ ଘନ କାଳିଆ ମୁଁ
ଯମୁନା ଯିବାକୁ ଡ଼ରୁଛି

ଲୁଚିଛି, ମୁଁ ଲୁଚିଛି
ଗୋଡ଼ ଦି'ଟା ଦିଶୁଛି



Credits
Writer(s): Brindabana Jena, Ramesha Naidu
Lyrics powered by www.musixmatch.com

Link