Atara Naba Atar

ଅତର ନବ ଅତର, ଅତର
ଅତର ନବ ଅତର
ଅତର ନବ ଅତର
ଅତର ନବ ଅତର
ଅତର ନବ ଅତର

ମୁହଁଟି ଯାର ହୋଇଥିବ
ମୁହଁଟି ଯାର ହୋଇଥିବ
ସରୁ ପାନ ପତର, ହେ ସରୁ ପାନ ପତର
ତାକୁ ଦେଇଯିବି ମୁଁ ଅତର

ଅତର ନବ ଅତର
ଅତର ନବ ଅତର

ଗାଆଁ ଏ ମୁଣ୍ଡ ରେ ଡ଼ାକ ଦେଲା କିଏ
ଫେରିବାଲା ଆସ ଫେରି
ଲେଉଟି ଦେଖିଲି ଆଖି ଆଗେ ସେତ
ରୂପ ରାଇଜର ପରୀ

ଗାଆଁ ଏ ମୁଣ୍ଡ ରେ ଡ଼ାକ ଦେଲା କିଏ
ଫେରିବାଲା ଆସ ଫେରି
ଆରେ, ଲେଉଟି ଦେଖିଲି ଆଖି ଆଗେ ସେତ
ରୂପ ରାଇଜର ପରୀ

ଆଖିରେ ଲାଜ
ଆଖିରେ ଲାଜ, ମୁହଁ ରେ ହସ
ଧିରେ ପଚାରେ ଏ ସବୁ କିସ

ଆରେ ଏତେ ଜିନିଷ ର ନାଁ କହିବାକୁ
ହୋ, ଏତେ ଜିନିଷ ର ନାଁ କହିବାକୁ
ଆଜି ନାଇଁ ମୋ ତର ମତ

ଆରେ ଯିବି ପୁଣି ବାର ଦୁଆର
ଆରେ ଯିବି ପୁଣି ବାର ଦୁଆର

ଜାଣିଲି ତାର ସଉଦା କରିବା
ଲୋକ ଦେଖାଣିଆ ବାହାନା
ଗୋରା ଦେହେ ତାର ଖାସା ମାନୁଥିଲା
ଶାଢ଼ୀ ପୁଣି ଗଙ୍ଗା, ଯମୁନା

ଜାଣିଲି ତାର ସଉଦା କରିବା
ଲୋକ ଦେଖାଣିଆ ବାହାନା
ଆରେ, ଗୋରା ଦେହେ ତାର ଖାସା ମାନୁଥିଲା
ଶାଢ଼ୀ ପୁଣି ଗଙ୍ଗା, ଯମୁନା

ଆସିଲା ବେଳେ
ଆସିଲା ବେଳେ, ପଚାରେ ଧୀରେ
କେଉଁଠି ଘର? କି ନାମ ତୋର?

ଆରେ ଠିକଣା ସବୁ ତ ଟିପି ଦେଇ ଯାଅ
ହୋ, ଠିକଣା ସବୁ ତ ଟିପି ଦେଇ ଯାଅ
ମୁଁ କାଲିକି ଦେବି ପତର
ମୋତେ କରିଦେଲା ସତେ ମନ୍ତର
ଆରେ, ମୋତେ କରିଦେଲା ସତେ ମନ୍ତର

ଅତର ନବ ଅତର
ଅତର ନବ ଅତର
ନବ, ଅତର ନବ ଅତର
ଅତର ନବ ଅତର



Credits
Writer(s): Bhikari Bal, Sarat Biswal
Lyrics powered by www.musixmatch.com

Link