Ore Sawariya

तोहफा-तोहफा ତୋ ହସର ସୁଅରେ
ଭିଜି ଭିଜି ମୁଁ ଯାଉଛି ପ୍ରିୟାରେ
तोहफा-तोहफा ତୋ ହସର ସୁଅରେ
ଭିଜି ଭିଜି ମୁଁ ଯାଉଛି ପ୍ରିୟାରେ
ଜୀବନେ ମୋର ଯାଇଛି ଭରି
ତ ମିଠା ମହକ ଛୁଆଁ

ଓରେ सावरिया
ତୁ ଋତୁଟେ ନୂଆ
ଓରେ सावरिया
ତୁ ଫୁଲଟେ ନୂଆ
ତ ପାଇଁ ବଦଳିଲା ମୋ ଦୁନିଆ
ଓରେ सावरिया
ତୁ ରାତି ମହୁଆ
ଓରେ सावरिया
ତୁ ଚଇତି ବାଆ

ହଁ ଯେବେ ଠାରୁ ମୋତେ ଛୁଇଁଲା
ତୋ ପ୍ରେମ ପୂରବୀ
ହଁ ଯେବେ ଠାରୁ ମୋତେ ଛୁଇଁଲା
ତୋ ପ୍ରେମ ପୂରବୀ
ଓଠରେ ମୋ ତୋରି କଥା
ଆଖିରେ ତୋ ଛବି
ସପନେ ମୋର ଫାଲ୍ଗୁନୀ ସାଜି
ବୁଣିଲୁ ରଙ୍ଗ ଫରୁଆ

ଓରେ सावरिया
ତୁ ଗୀତଟେ ନୂଆ
ଓରେ सावरिया
ତୁ ମିତଟେ ନୂଆ
ଜଳାଏ ତୋ ପ୍ରେମର ମିଠା ନିଆଁ
ଓରେ सावरिया
ତୁ ସ୍ମୃତିର ଗାଆଁ
ଓରେ सावरिया
ତୁ ପ୍ରେମର ନାଆ

ଭାବୁଥିଲି ତୋରି କଥା
ପତଳା ନିଦରେ
ହଁ ଭାବୁଥିଲି ତୋରି କଥା
ପତଳା ନିଦରେ
ତୁ ଆସି ଭିଜେଇ ଦେଲୁ
ମହ୍ଲାର ରାଗରେ
ଇନ୍ଦ୍ରଧନୁର ସାତ ରଙ୍ଗରେ
ଏ ମନ କଲୁ किमियाँ

ଓରେ सावरिया
ତୁ ମେଘଟେ ନୂଆ
ଓରେ सावरिया
ତୁ ଦିଗଟେ ନୂଆ
ପାଗଳ ଏଇ ମନ ଅମାନିଆ
ଓରେ सावरिया
ତୁ ଚାନ୍ଦ ଉଦିଆ
ଓରେ सावरिया
ତୁ କାକର ଛୁଆଁ



Credits
Writer(s): Abhijit Majumdar
Lyrics powered by www.musixmatch.com

Link