Prema Parijata Phula

ପ୍ରେମ, ପାରିଜାତ ଫୁଲ, ମନ ଯେ ନନ୍ଦନକାନନ
ପ୍ରେମ, ପାରିଜାତ ଫୁଲ, ମନ ଯେ ନନ୍ଦନକାନନ

ପ୍ରେମ, ସେ ତ କୋଣାରକ, ହୃଦୟଟା ଝାଉଁବଣ

ପ୍ରେମ, ପାରିଜାତ ଫୁଲ, ମନ ଯେ ନନ୍ଦନକାନନ
ପ୍ରେମ, ସେ ତ କୋଣାରକ, ହୃଦୟଟା ଝାଉଁବଣ

ପ୍ରେମ ଏଇ ସାଗରର ନୀଳ-ନୀଳ
ମତୁଆଲା ଢେଉ ଛୁଇଁ ଯାଏ କୂଳ
ପ୍ରେମ ଏଇ ସାଗରର ନୀଳ-ନୀଳ
ମତୁଆଲା ଢେଉ ଛୁଇଁ ଯାଏ କୂଳ

ନୀତି ଆସେ ନିଶି ଦୁରେ ରହି ନାହିଁ
ମନେ କାରେ ରଖିବାକୁ ଚାହେଁନାହିଁ

ଏ କଥା କୁହନା, ବୁଝେନା ମୋ ମନ

ପ୍ରେମ, ପାରିଜାତ ଫୁଲ, ମନ ଯେ ନନ୍ଦନକାନନ
ପ୍ରେମ, ସେ ତ କୋଣାରକ, ହୃଦୟଟା ଝାଉଁବଣ

ପ୍ରେମ କଇଁଫୁଲ, ମନ ଜହ୍ନରାତି
କିଛି ମିଛ, କିଛି ସତ, ପ୍ରୀତି ରୀତି
ପ୍ରେମ କଇଁଫୁଲ, ମନ ଜହ୍ନରାତି
କିଛି ମିଛ, କିଛି ସତ, ପ୍ରୀତି ରୀତି

ପ୍ରେମ ଏଇ ଜୀବନର ପୂଜାଫୁଲ
ଗୀତ ବିନା ନଅଁର ତ ନାହିଁ ମୂଲ

ତୁଟିବ ନାହିଁଟି ଆମରି ମିଳନ, ବନ୍ଧନ

ପ୍ରେମ, ପାରିଜାତ ଫୁଲ, ମନ ଯେ ନନ୍ଦନକାନନ
ପ୍ରେମ, ସେ ତ କୋଣାରକ, ହୃଦୟଟା ଝାଉଁବଣ
ହୃଦୟଟା ଝାଉଁବଣ
ହୃଦୟଟା ଝାଉଁବଣ



Credits
Writer(s): Brindabana Jena, Upendra Kumar
Lyrics powered by www.musixmatch.com

Link