Dhire Dhire (Sad Version) [From "Agastya"]

ଭଲ ପାଇ କିବା ଭୁଲ କଲି
ଆଜି କେମିତି ପାରିବି ଭୁଲି
ଆଜି କେମିତି ପାରିବି ଭୁଲି
କଥା ହେଇ କିବା ଭୁଲ କଲି
ଆଜି କେମିତି ଯିବି ମୁଁ ଚାଲି
ଆଜି କେମିତି ଯିବି ମୁଁ ଚାଲି

ହାଏ କେମିତିକା ଏ ଚୋରାବାଲି
ଆଜି ପାଦତଳ ଲାଗେ ଖାଲି ଖାଲି
କେମିତି ଜିଇଁବି ଏକା କାଲି
କେମିତି ଜିଇଁବି ଏକା କାଲି

ଦେଖା ହେଲା ଭଲ ହେଲା
ଭଲ କାଇଁ ପାଇଲି
ଭଲ ପାଇଲି
କିଛି ବାଟ ଗଲା ପରେ
ବାଟ କାଇଁ ଭୁଲିଲି
ବାଟ ଭୁଲିଲି

କେତେ ସ୍ବପ୍ନ ମୁଁ ଦେଖିଥିଲି
ହାଏ, ତୋ ସାଥେ ଚାଲିବି ବୋଲି
ହାଏ, ତୋ ସାଥେ ଚାଲିବି ବୋଲି
ସ୍ବପ୍ନ ସାଜିବାକୁ କାଲି ଡରୁଥିଲି
ଆଜି ସତରେ ମୁଁ ବାଟ ଭୁଲି ଗଲି
କେମିତି ଜିଇଁବି ଏକା କାଲି
କେମିତି ଜିଇଁବି ଏକା କାଲି



Credits
Writer(s): Prem Anand
Lyrics powered by www.musixmatch.com

Link