Tipi Tipi Barsha Topa (From "Agastya")
ଛୋଟ-ଛୋଟ ଏଇ ମନ ତଳେ ମୋର
ଏତେ ଆଶା ଦେଲା କିଏରେ?
ହାଏରେ, ହାଏରେ
ହାଏରେ, ହାଏରେ
ଛୋଟ ଏଇ ଆଖିରେ ସ୍ବପ୍ନ ଦେଲା ମାଖିରେ
ଦୂରେ-ଦୂରେ ବହୁଦୂରେ ମୁଁ ଆଜି ଉଡ଼ି ଯାଏରେ
ହାଏରେ, ହାଏରେ
ହାଏରେ, ହାଏରେ
ଛୋଟ-ଛୋଟ ଏଇ ମନ ତଳେ ମୋର
ଏତେ ଆଶା ଦେଲା କିଏରେ?
ହାଏରେ, ହାଏରେ
ହାଏରେ, ହାଏରେ
ଟିକି-ଟିକି ବଉଳ ପେନ୍ଥାରେ ଏତେ ବାସ୍ନା ଦେଲା କିଏରେ?
ହାଏରେ, ହାଏରେ
ହାଏରେ, ହାଏରେ
ଛୋଟ ଏଇ ଆଖିରେ ସ୍ବପ୍ନ ଦେଲା ମାଖିରେ
ଛୋଟ ଏଇ ଆଖିରେ ସ୍ବପ୍ନ ଦେଲା ମାଖିରେ
ଦୂରେ-ଦୂରେ ବହୁଦୂରେ ମୁଁ ଆଜି ଉଡ଼ି ଯାଏରେ
ହାଏରେ, ହାଏରେ
ହାଏରେ, ହାଏରେ
ହାଏରେ, ହାଏରେ
ପାଗଟା ଥିଲା ତୁଷାର ଏତେ
କିଏ ଢ଼ାଳିଲା ଅଳତା ସତେ?
ପବନ ହେଲା ଫୁଲେଇ ଏତେ
ଚଇତି ଛୁଆଁ ଲାଗିଲା ମୋତେ
ଶାମୁକାର ଛାତିରେ ରଖିଲା କେ' ମୋତିରେ?
ଶାମୁକାର ଛାତିରେ ରଖିଲା କେ' ମୋତିରେ?
ଧୀରେ-ଧୀରେ, ଧୀରେ-ଧୀରେ ମୁଁ ଆଜି ନାଚି ଯାଏରେ
ହାଏରେ, ହାଏରେ
ହାଏ-ହାଏ, ହାଏରେ
ହାଏରେ, ହାଏରେ
ହାଏରେ, ହାଏରେ
ଆକାଶ ଥିଲା ଅନ୍ଧାର ଏତେ
କିଏ ଛାଟିଲା ଅବିର ସତେ?
ସପନ ହେଲା ସୁନେଲି ଏତେ
ସତ ଲାଗିଲା ସକାଳେ ମୋତେ
ଝରଣାର ପାଦରେ ପାଉଁଜି କେ' ଦେଲାରେ?
ଝରଣାର ପାଦରେ ପାଉଁଜି କେ' ଦେଲାରେ?
ଝରା-ଝର, ଝରା-ଝର ମୁଁ ଆଜି ଝରି ଯାଏରେ
ହାଏରେ, ହାଏରେ
ହାଏ-ହାଏ, ହାଏରେ
ହାଏରେ, ହାଏରେ
ହାଏରେ ହାଏ, ହାଏରେ
ଟିପି-ଟିପି ଏଇ ବରଷା ଟୋପାରେ
ଏତେ ତୃଷ୍ଣା ଦେଲା କିଏରେ?
ହାଏରେ, ହାଏରେ
ହାଏରେ, ହାଏରେ
ଏତେ ଆଶା ଦେଲା କିଏରେ?
ହାଏରେ, ହାଏରେ
ହାଏରେ, ହାଏରେ
ଛୋଟ ଏଇ ଆଖିରେ ସ୍ବପ୍ନ ଦେଲା ମାଖିରେ
ଦୂରେ-ଦୂରେ ବହୁଦୂରେ ମୁଁ ଆଜି ଉଡ଼ି ଯାଏରେ
ହାଏରେ, ହାଏରେ
ହାଏରେ, ହାଏରେ
ଛୋଟ-ଛୋଟ ଏଇ ମନ ତଳେ ମୋର
ଏତେ ଆଶା ଦେଲା କିଏରେ?
ହାଏରେ, ହାଏରେ
ହାଏରେ, ହାଏରେ
ଟିକି-ଟିକି ବଉଳ ପେନ୍ଥାରେ ଏତେ ବାସ୍ନା ଦେଲା କିଏରେ?
ହାଏରେ, ହାଏରେ
ହାଏରେ, ହାଏରେ
ଛୋଟ ଏଇ ଆଖିରେ ସ୍ବପ୍ନ ଦେଲା ମାଖିରେ
ଛୋଟ ଏଇ ଆଖିରେ ସ୍ବପ୍ନ ଦେଲା ମାଖିରେ
ଦୂରେ-ଦୂରେ ବହୁଦୂରେ ମୁଁ ଆଜି ଉଡ଼ି ଯାଏରେ
ହାଏରେ, ହାଏରେ
ହାଏରେ, ହାଏରେ
ହାଏରେ, ହାଏରେ
ପାଗଟା ଥିଲା ତୁଷାର ଏତେ
କିଏ ଢ଼ାଳିଲା ଅଳତା ସତେ?
ପବନ ହେଲା ଫୁଲେଇ ଏତେ
ଚଇତି ଛୁଆଁ ଲାଗିଲା ମୋତେ
ଶାମୁକାର ଛାତିରେ ରଖିଲା କେ' ମୋତିରେ?
ଶାମୁକାର ଛାତିରେ ରଖିଲା କେ' ମୋତିରେ?
ଧୀରେ-ଧୀରେ, ଧୀରେ-ଧୀରେ ମୁଁ ଆଜି ନାଚି ଯାଏରେ
ହାଏରେ, ହାଏରେ
ହାଏ-ହାଏ, ହାଏରେ
ହାଏରେ, ହାଏରେ
ହାଏରେ, ହାଏରେ
ଆକାଶ ଥିଲା ଅନ୍ଧାର ଏତେ
କିଏ ଛାଟିଲା ଅବିର ସତେ?
ସପନ ହେଲା ସୁନେଲି ଏତେ
ସତ ଲାଗିଲା ସକାଳେ ମୋତେ
ଝରଣାର ପାଦରେ ପାଉଁଜି କେ' ଦେଲାରେ?
ଝରଣାର ପାଦରେ ପାଉଁଜି କେ' ଦେଲାରେ?
ଝରା-ଝର, ଝରା-ଝର ମୁଁ ଆଜି ଝରି ଯାଏରେ
ହାଏରେ, ହାଏରେ
ହାଏ-ହାଏ, ହାଏରେ
ହାଏରେ, ହାଏରେ
ହାଏରେ ହାଏ, ହାଏରେ
ଟିପି-ଟିପି ଏଇ ବରଷା ଟୋପାରେ
ଏତେ ତୃଷ୍ଣା ଦେଲା କିଏରେ?
ହାଏରେ, ହାଏରେ
ହାଏରେ, ହାଏରେ
Credits
Writer(s): Prem Anand
Lyrics powered by www.musixmatch.com
Link
Other Album Tracks
- Dhire Dhire Bhala Pai Gali (From "Agastya")
- Tipi Tipi Barsha Topa (From "Agastya")
- Askaa 40 (From "Baby")
- Baby Title Track (From "Baby")
- Aajana E Sahara (From "Bye Bye Dubai")
- Aji Kain Mate Re (From "Gote Suaa Gote Sari")
- Tike Chagala (From "Gote Suaa Gote Sari")
- Bhala Paiba Ta Bodhe (From "Hela Mate Prema Jara")
- Hela Mate Prema Jara Ai Ai Ai Ai Yooo Male Version (From "Hela Mate Prema Jara")
- Tu Tu Tu Kahibu Na Mu Title (From "Tu Kahibu Na Mu")
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.