Lekhichi Naa Tora (From "Lekhichhi Naa Tora")
ତୁ ଆସିଲୁ ଯେବେଠାରୁ ଏଇ ମନର କାଗଜରୁ
ତୁ ଆସିଲୁ ଯେବେଠାରୁ ଏଇ ମନର କାଗଜରୁ କାଟିଦେଇ ନାଁଟି ମୋର
ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ତୁ ଡ଼ାକିଲୁ ଯେବେଠାରୁ ଏ ଆଖିର ଆଇନାରୁ ପୋଛିଦେଇ ନାଁଟି ମୋର
ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
हर पल, हर पल ତୋ କଥା ଭାବେରେ
କି ରାତି, କି ଦିନ
हर पल, हर पल ତୋ କଥା ଭାବେରେ
କି ରାତି, କି ଦିନ
ହଲ୍ଚଲ୍, ହଲ୍ଚଲ୍ କଲୁ ଏଇ ମନକୁ ଛୁଇଁଲୁ ଯେଦିନ
ତୁ ଛୁଇଁଲୁ ଯେବେଠାରୁ, ମୋ କଥା ମୋ କବିତାରୁ କାଢ଼ି ସବୁ ଭାବନା ମୋର
ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଭଲଠାରୁ ବେଶି ଭଲ ମୋତେ ତୁ ପାଇଲୁ ସାଥିରେ
ହଁ ଭଲଠାରୁ ବେଶି ଭଲ ମୋତେ ତୁ ପାଇଲୁ ସାଥିରେ
ଧୀରେ ଧୀରେ ଘରଟିଏ ଗଢ଼ି ତୁ ରହିଲୁ ଛାତିରେ
ତୁ ରହିଲୁ ଯେବେଠାରୁ ମୋ ସ୍ୱପ୍ନର ଦୁନିଆଁରୁ ଭୁଲି ନିଜ ଠିକଣା ମୋର
ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ତୁ ଆସିଲୁ ଯେବେଠାରୁ ଏଇ ମନର କାଗଜରୁ କାଟିଦେଇ ନାଁଟି ମୋର
ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ତୁ ଡ଼ାକିଲୁ ଯେବେଠାରୁ ଏ ଆଖିର ଆଇନାରୁ ପୋଛିଦେଇ ନାଁଟି ମୋର
ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
हर पल, हर पल ତୋ କଥା ଭାବେରେ
କି ରାତି, କି ଦିନ
हर पल, हर पल ତୋ କଥା ଭାବେରେ
କି ରାତି, କି ଦିନ
ହଲ୍ଚଲ୍, ହଲ୍ଚଲ୍ କଲୁ ଏଇ ମନକୁ ଛୁଇଁଲୁ ଯେଦିନ
ତୁ ଛୁଇଁଲୁ ଯେବେଠାରୁ, ମୋ କଥା ମୋ କବିତାରୁ କାଢ଼ି ସବୁ ଭାବନା ମୋର
ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଭଲଠାରୁ ବେଶି ଭଲ ମୋତେ ତୁ ପାଇଲୁ ସାଥିରେ
ହଁ ଭଲଠାରୁ ବେଶି ଭଲ ମୋତେ ତୁ ପାଇଲୁ ସାଥିରେ
ଧୀରେ ଧୀରେ ଘରଟିଏ ଗଢ଼ି ତୁ ରହିଲୁ ଛାତିରେ
ତୁ ରହିଲୁ ଯେବେଠାରୁ ମୋ ସ୍ୱପ୍ନର ଦୁନିଆଁରୁ ଭୁଲି ନିଜ ଠିକଣା ମୋର
ଲେଖିଛି, ଲେଖିଛି, ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
ଲେଖିଛି ନାଁ ତୋର
Credits
Writer(s): Baidyanath Dash
Lyrics powered by www.musixmatch.com
Link
Other Album Tracks
- Mahire Mahire (From "Ashique")
- Tate Mu Kahin (From "Ashique")
- Chhapan Inch Chhati Bhitare (From "Lekhichhi Naa Tora")
- Nila Akashare (From "Ashique")
- Mo Ra Nida Haji Jaichhi (From "Salam Cinema")
- Haire Hai Mana Khoji Bule (From "Lekhichhi Naa Tora")
- Lekhichi Naa Tora (From "Lekhichhi Naa Tora")
- Bechain Dil (From "Ashique")
- Tell Me O Janam (From "Ashique")
- Dil Mor Darty Darty Nuagthy Jawani (From "Lekhichhi Naa Tora")
© 2025 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.