Bhabithili Kahariku

ଭାବିଥିଲି କାହାରିକି ଜମା ଚାହିଁବିନି କେବେ ଥରେ
ଓଠ ଖୋଲି କାହାରିକି କିଛି କହିବିନି କେବେ ଥରେ

ହେଲେ ଧିରେ, ଧିରେ, ଧୀରେ, ଧୀରେ (ଧୀରେ ଧୀରେ)
ଆଖି ମୋ ଚାହିଁଲା କିଛି ଧୀରେ ଧୀରେ (ଧୀରେ ଧୀରେ)
ଓଠ ମୋ କହିଲା କିଛି ଧୀରେ ଧୀରେ (ଧୀରେ
ଧୀରେ, ଧୀରେ ଧୀରେ, ଧୀରେ ଧୀରେ, ଧୀରେ ଧୀରେ)

ଭାବିଥିଲି କାହାରିକି ଜମା ଚାହିଁବିନି କେବେ ଥରେ
ହେ, ଜମା ଚାହିଁବିନି କେବେ ଥରେ

ପାଦ ଚିପିଚିପି ବାଟ ଚାଲୁଥିଲି
କାଳେ ଖସିଯିବ ପାଦ ଶିଉଳିରେ
ମନଟିକୁ ମୋର ବାନ୍ଧିରଖିଥିଲି
କାଳେ ଉଡିଯିବ ସିଏ ପବନରେ

ହାଁ, ପାଦ ଚିପିଚିପି ବାଟ ଚାଲୁଥିଲି
କାଳେ ଖସିଯିବ ପାଦ ଶିଉଳିରେ
ମନଟିକୁ ମୋର ବାନ୍ଧିରଖିଥିଲି
କାଳେ ଉଡିଯିବ ସିଏ ପବନରେ

ହେଲେ ଧୀରେ, ଧୀରେ, ଧୀରେ, ଧୀରେ (ଧୀରେ ଧୀରେ, ଧୀରେ ଧୀରେ)
ପାଦ ମୋ ଖସିଲା ଦେଖ ଧୀରେ ଧୀରେ (ଧୀରେ ଧୀରେ)
ମନ ମୋ ଉଡ଼ିଲା ଦେଖ ଧୀରେ ଧୀରେ (ଧୀରେ
ଧୀରେ, ଧୀରେ ଧୀରେ, ଧୀରେ ଧୀରେ, ଧୀରେ ଧୀରେ)

ଭାବିଥିଲି କାହାରିକି ଜମା ଚାହିଁବିନି କେବେ ଥରେ
ଏଇ ଜମା ଚାହିଁବିନି କେବେ ଥରେ

ଡ଼ରି ଡ଼ରି ମୁଯେ ନିଦ ଶୋଉଥିଲି
କାଳେ କିଏ ଦେଖା ହବ ସପନରେ
ଲାଜେ ଲାଜେ ପୁଣି ଜଳି ମରୁଥିଲି
କାଳେ ସିଏ ଛୁଇଁଦେବ ନିରଳାରେ

ହାଁ, ଡରି ଡରି ମୁଯେ ନିଦ ଶୋଉଥିଲି
କାଳେ କିଏ ଦେଖା ହବ ସପନରେ
ଲାଜେ ଲାଜେ ପୁଣି ଜଳି ମରୁଥିଲି
କାଳେ ସିଏ ଛୁଇଁଦେବ ନିରଳାରେ

ହେଲେ ଧୀରେ, ଧୀରେ, ଧୀରେ, ଧୀରେ (ଧୀରେ ଧୀରେ)
ନିଦ ମୁଁ ଖୋଜିଲି ଖାଲି ଧୀରେ ଧୀରେ (ଧୀରେ ଧୀରେ)
ଲାଜ ମୁଁ ଭୁଲିଲି ଦେଖ ଧୀରେ ଧୀରେ (ଧୀରେ
ଧୀରେ, ଧୀରେ ଧୀରେ, ଧୀରେ ଧୀରେ, ଧୀରେ ଧୀରେ)

ଭାବିଥିଲି କାହାରିକି ଜମା ଚାହିଁବିନି କେବେ ଥରେ
ଓଠ ଖୋଲି କାହାରିକି କିଛି କହିବିନି କେବେ ଥରେ

ହେଲେ ଧୀରେ, ଧୀରେ, ଧୀରେ, ଧୀରେ (ଧୀରେ ଧୀରେ, ଧୀରେ ଧୀରେ)
ଆଖି ମୋ ଚାହିଁଲା କିଛି ଧୀରେ ଧୀରେ (ଧୀରେ ଧୀରେ)
ଓଠ ମୋ କହିଲା କିଛି ଧୀରେ ଧୀରେ (ଧୀରେ
ଧୀରେ, ଧୀରେ ଧୀରେ, ଧୀରେ ଧୀରେ, ଧୀରେ ଧୀରେ)
ହାଁ ଧୀରେ ଧୀରେ (ଧୀରେ ଧୀରେ)
ହାଁ ହାଁ ଧୀରେ ଧୀରେ



Credits
Writer(s): Sarat Kumar Nayak, Debidutta Mohanty
Lyrics powered by www.musixmatch.com

Link