Mana Khale Tate Chahe - From "Zabardast Premika"

ମନ ଖାଲି ତତେ ଚାହେଁ
ସକାଳରୁ ସଞ୍ଜ ଯାଏଁ
ହଁ, ମନ ଖାଲି ତତେ ଚାହେଁ
ସକାଳରୁ ସଞ୍ଜ ଯାଏଁ

ତୁ ମୋର ଛାତି ତଳେ ମିଠା-ମିଠା ସ୍ପନ୍ଦନ
କେମିତି କହିବି ହାଏ?

सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा, ହାଏ
सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा

ତୁ କୁହୁକ ପରୀଟେ, ତୁ ମୋ ମନ ଶାରୀଟେ
ହାଏ, ତୁ ମିଠା-ମିଠା ଛାଇ ମୋ ଚଲାବାଟେ, ଓ-ହୋ-ହୋ
ତୁ ଅସରା ସ୍ବପ୍ନଟେ, ତୁ ଅବୁଝା ଗପଟେ
ମୋ ପ୍ରେମ ମନ୍ଦିରେ ତୁ ହାଏ ଅଲିଭା ଦୀପଟେ, ଓ-ହୋ-ହୋ

ମନ ଖାଲି ତତେ ଚାହେଁ
ଯହିଁ ଥାଏ, ଯହିଁ ଯାଏ

ତୋ ପ୍ରେମ ସାତରଙ୍ଗି ଇନ୍ଦ୍ରଧନୁ ପରସ
ପାଗଳ କରିଛି ହାଏ

सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा, ହାଏ
सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा

ମୋ ଜୀବନ ମରୁରେ ତୁ ବରଷାର ଟୋପା
ମୋ ଫଗୁଣ ରାତିରେ ତୁ ଲକ୍ଷେ ଚିନି-ଚମ୍ପା, ଓ-ହୋ-ହୋ
ତୁ ହସ-ଲୁହ ମୋର, ତୋ ପ୍ରେମ ମୋ ସାହାରା
କାଇଁ ଲାଗେ ମୋତେ ହାଏ ମୁଁ ତୋ ବିନା अधूरा?, ଓ-ହୋ-ହୋ

ମନ ଖାଲି ତତେ ଚାହେଁ
ସବୁ ଜନ୍ମ ପାଇଁ ହାଏ
ତତେ ପାଇ ମୁଁ ଆଜି ଆଉ କିଛି ମାଗେନା
ତୁ ଶେଷ ପାଉଣା ଟିଏ

सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा, ହାଏ
सैयारा-सैयारा ମନ
ତୋ ପାଇଁ बंजारा ସତେ
ତୋ ପ୍ରେମରେ ହେଲି आवारा
सैयारा-सैयारा ମନ (सैयारा)
ତୋ ପାଇଁ बंजारा ସତେ (सैयारा)
ତୋ ପ୍ରେମରେ ହେଲି आवारा, ହାଏ (सैयारा)
सैयारा-सैयारा ମନ (सैयारा)
ତୋ ପାଇଁ बंजारा ସତେ (सैयारा)
ତୋ ପ୍ରେମରେ ହେଲି आवारा (सैयारा)



Credits
Writer(s): Abhijit Majumdar
Lyrics powered by www.musixmatch.com

Link