Kiye Pabanare

ସା-ସା, ସା-ସା-ସା-ସା
ନି-ସା-ରେ, ରେ-ରେ-ରେ-ରେ-ରେ
ରେ-ଗା-ମା-ପା-ଗା, ପା-ଗା-ସା-ନି
ପାଧା-ନିଶା-ରେ-ଗା-ମା-ପା, ଧା-ମା-ରେ, ଗା-ପା

କିଏ ପବନରେ...
କିଏ ପବନରେ ଫାଶ ବୁଣେ ରେ?

ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ

କିଏ ସପନରେ ମୋତେ ଟାଣେ ରେ?

ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ

ଉଡ଼େ ମୁଁ, କୁହୁକ ଡ଼େଣାରେ

ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ

ନିଦ ମୋ ଅଳପ, ଅଳସ ବେସି
ହସ ମୋ ଅଳପ, ଲାଜ ତ ବେସି
ଇଏ କି ଋତୁଟେ ଛୁଇଁଲା କହ
ବିନା ବରଷାରେ ଭିଜେ ମୋ ଦେହ

ପାଦ ଖସିଯାଏ...
ପାଦ ଖସିଯାଏ ଫୁଲ ବଣରେ

ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ

ପଦୁଅଁ ପାଲିଙ୍କି ସାଥିରେ ଧରି
ଡାକୁଛି କିଏ ସେ ହାତକୁ ଠାରି?
ରିମଝିମ୍-ରିମଝିମ୍, ରିମଝିମ୍-ରିମଝିମ୍
ଛନନ-ଛନନ ଛନଛନ୍
ଯେତିକି ଭାବୁଛି ଯିବି ମୁଁ ଛପି
ସେତିକି ଖୋଜୁଚି ତାକୁ ଏ ଆଖି

ମୋର ଚୁଡ଼ି ବାଜେ...
ମୋର ଚୁଡ଼ି ବାଜେ ରୁଣୁଝୁଣୁ ରେ

ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ

ଉଡ଼େ ମୁଁ, କୁହୁକ ଡ଼େଣାରେ

ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ
ଧୀରେ-ଧୀରେ, ଧୀରେ-ଧୀରେ



Credits
Writer(s): Dr Nirmal Nayak, Malaya Mishra, Pravansu Samanta Ray
Lyrics powered by www.musixmatch.com

Link