Jete Chahunthile

ଯେତେ ଚାହୁଁଥିଲେ ଆଖିତ ଫେରେନା
ଅମାନିଆ ହୁଏ ତଥାପି
ଯେତେ ଚାହୁଁଥିଲେ ଆଖିତ ଫେରେନା
ଅମାନିଆ ହୁଏ ତଥାପି

ଲାଗିଲା ରଙ୍ଗ
ଲାଗିଲା ରଙ୍ଗ ପ୍ରେମର ଗୋଲାପି-ଗୋଲାପି
ଗୋଲାପି-ଗୋଲାପି, ଗୋଲାପି-ଗୋଲାପି, ଗୋଲାପି-ଗୋଲାପି

ଯେତେ କହୁଥିଲେ କଥାତ ସରେନା
ବାକି ରହେ କଥା ତଥାପି
ଯେତେ କହୁଥିଲେ କଥାତ ସରେନା
ବାକି ରହେ କଥା ତଥାପି

ଲାଗିଲା ରଙ୍ଗ
ଲାଗିଲା ରଙ୍ଗ ପ୍ରେମର ଗୋଲାପି-ଗୋଲାପି
ଗୋଲାପି-ଗୋଲାପି, ଗୋଲାପି-ଗୋଲାପି, ଗୋଲାପି-ଗୋଲାପି

ଆସିବାର ଥିଲା କେବେଠୁ ଜୀବନେ
ଆସିଲୁ ତୁ ଏତେ ଡେରିରେ
ଆଉ କାହାକୁ ମୁଁ ଦେବିନି ମଉକା
ଆସିବାକୁ ଆମ ମଝିରେ

ହାଏ ଆସିବାର ଥିଲା କେବେଠୁ ଜୀବନେ
ଆସିଲୁ ତୁ ଏତେ ଡେରିରେ
ଆଉ କାହାକୁ ମୁଁ ଦେବିନି ମଉକା
ଆସିବାକୁ ଆମ ମଝିରେ

ହେ ରାତି ସରିଯାଏ ସ୍ୱପ୍ନତ ସରେନା
ବାକି ରହେ କିଛି ତଥାପି

ଲାଗିଲା ରଙ୍ଗ
ଲାଗିଲା ରଙ୍ଗ ପ୍ରେମର ଗୋଲାପି-ଗୋଲାପି
ଗୋଲାପି-ଗୋଲାପି, ଗୋଲାପି-ଗୋଲାପି, ଗୋଲାପି-ଗୋଲାପି, ଗୋଲାପି-ଗୋଲାପି

ପ୍ରଥମ ପ୍ରେମର ପ୍ରଥମ ଅକ୍ଷର
ଲେଖିଦେଲୁ ତୁ ମୋ ଆଖିରେ
ପ୍ରଥମ ଦେଖାରୁ ମୃଦୁ ଭୂମିକମ୍ପ
ଦିନରାତି ଖାଲି ଛାତିରେ

ହେ ପ୍ରଥମ ପ୍ରେମର ପ୍ରଥମ ଅକ୍ଷର
ଲେଖିଦେଲୁ ତୁ ମୋ ଆଖିରେ
ହାଏ ପ୍ରଥମ ଦେଖାରୁ ମୃଦୁ ଭୂମିକମ୍ପ
ଦିନରାତି ଖାଲି ଛାତିରେ

ଯେତେ ପରସିଲେ ଅବୁଝା ଏ ଶୋଷ
ଅବୁଝା ଏ ଓଠ ତଥାପି
ଲାଗିଲା ରଙ୍ଗ
ଲାଗିଲା ରଙ୍ଗ ପ୍ରେମର ଗୋଲାପି-ଗୋଲାପି
ଗୋଲାପି-ଗୋଲାପି, ଗୋଲାପି-ଗୋଲାପି, ଗୋଲାପି-ଗୋଲାପି, ଗୋଲାପି-ଗୋଲାପି,
ଗୋଲାପି-ଗୋଲାପି, ଗୋଲାପି-ଗୋଲାପି, ଗୋଲାପି-ଗୋଲାପି, ଗୋଲାପି-ଗୋଲାପି



Credits
Writer(s): Das Bikash, Gautam Srikant
Lyrics powered by www.musixmatch.com

Link