Aare Nida Aare

ଆରେ ନିଦ ଆରେ
ଲୁଚି ଲୁଚି ଧୀରେ
ମୋ ଆଖିରୁ ସ୍ଵପ୍ନ ନେଇ
ତା ଆଖିରେ ଦେଇଯାରେ

ଆରେ ନିଦ ଆରେ
ଲୁଚି ଲୁଚି ଧୀରେ
ମୋ ଆଖିରୁ ସ୍ଵପ୍ନ ନେଇ
ତା ଆଖିରେ ଦେଇଯାରେ

ପଲକେ ରହିଯା
ତା ଲୁହ ପିଇଯା
ମଥା କୁ ଆଉଁସି
ଶୁଆଇ ଦେଇଯା

ଜୀବନ ରେ ଜୀବନ
ତୁ ଏତେ ଆଉ ଖେଳାନା
ଏତେ ଆଉ ଖେଳାନା
ବାଧିଲାଣି ମୋତେ ଭାରି ଏତେ ଆଉ କନ୍ଦାନା
ଏତେ ଆଉ କନ୍ଦାନା

ଆଖି ଲୁହରେ ଓଦା
ଆଉ ସପନ କାଇଁ
ଟିକେ ଯିଁଇବା ପାଇଁ
ଆଉ ଜୀବନ ନାଇଁ
ମରିବାକୁ ଚାହିଁଲେ ବି
ମରି ପାରେନା

ଜୀବନ ରେ ଜୀବନ
ଦେଇ ଯା ତୁ ମରଣ

ଅତୀତ ରେ ଅତୀତ ତୁ ମୋତେ
ପଛକୁ ଆଉ ଫେରନା
ଏତେ ଥର ହାରିଗଲା ପରେ
ମୋତେ ତୁ ଆଉ ହରାନା
ଜୀବନରେ କେତେ ପାପ କରିଛି ଜାଣେନା
ଯେତେ ଲୁହ ଢାଳିଲେ ବି କାହିଁକି ଧୂଏନା
ସତ ଆଜି ଲାଗେ ଛଳନା

ସମୟ ରେ ସମୟ
ହ ନା ଏତେ ନିର୍ଦୟ
ସମୟ ରେ ସମୟ
ହ ନା ଏତେ ନିର୍ଦୟ
ସମୟ ରେ ସମୟ
ହ ନା ଏତେ ନିର୍ଦୟ



Credits
Writer(s): Bapu Goswami, Titán
Lyrics powered by www.musixmatch.com

Link