Samparka Tu Delu Dhokha

ଏ ପାଖରେ ଦେହ
ସେ ପାଖରେ ମନ

ଏ ପାଖରେ ଦେହ
ସେ ପାଖରେ ମନ
ଦେହ ଭିଜେ ଲହୁରେ
ମନ ଭିଜେ କୋହରେ
ଦେହ ଲୋଟେ ଭୂଇଁରେ
ମନ ତୁଟେ ପ୍ରେମରେ
ମଝି ଟାରେ ଟାଣି ଦେଇ ଲକ୍ଷ୍ମଣ ରେଖା

ହାଏରେ ସମ୍ପର୍କ ତୁ, ଦେଲୁ ଧୋକା
ହାଏରେ ସମ୍ପର୍କ ତୁ, ଦେଲୁ ଧୋକା
ହାଏରେ ସମ୍ପର୍କ ତୁ, ଦେଲୁ ଧୋକା
ହାଏରେ ସମ୍ପର୍କ ତୁ, ଦେଲୁ ଧୋକା

ଭାବି ଥିଲି ଯାହା ମୁଁ
ହେଲା କିଛି ଅଲଗା
ଲୁହ ମୋତେ ଶସ୍ତା ହେଲା
ହସ ହେଲା ମହଙ୍ଗା

ଭାବି ଥିଲି ଯାହା ମୁଁ
ହେଲା କିଛି ଅଲଗା
ଲୁହ ମୋତେ ଶସ୍ତା ହେଲା
ହସ ହେଲା ମହଙ୍ଗା
ନିଆଁ ଲାଗେ ମନରେ
ଧୂଆଁ ଖାଲି ବାଟରେ
ନିଆଁ ଲାଗେ ମନରେ
ଧୂଆଁ ଖାଲି ବାଟରେ
କେମିତି ଏ ରାମାୟଣ ହେଲାରେ ଲେଖା

ହାଏ ଲୋ ସିନ୍ଦୂର ତୁ, ଦେଲୁ ଧୋକା
ହାଏ ଲୋ ସିନ୍ଦୂର ତୁ, ଦେଲୁ ଧୋକା
ହାଏ ଲୋ ସିନ୍ଦୂର ତୁ, ଦେଲୁ ଧୋକା
ହାଏ ଲୋ ସିନ୍ଦୂର ତୁ, ଦେଲୁ ଧୋକା

କାହିଁକି ଏ ଜୀବନ
ଦେଲା ଏତେ ଦହନ
ନିଜ ହାତେ କାଟିଦେଲି
ରକତର ବନ୍ଧନ

କାହିଁକି ଏ ଜୀବନ
ଦେଲା ଏତେ ଦହନ
ନିଜ ହାତେ କାଟିଦେଲି
ରକତର ବନ୍ଧନ
ପାପ ବୋଝ ମୁଣ୍ଡରେ
ଭାରି ଭାରି ଲାଗେରେ
ପାପ ବୋଝ ମୁଣ୍ଡରେ
ଭାରି ଭାରି ଲାଗେରେ
କାହିଁକି ମୁଁ କାହା ପାଇଁ
ଯିଇଁବି ଏକା

ହାଏରେ ସମୟ ତୁ, ଦେଲୁ ଧୋକା
ହାଏରେ ସମୟ ତୁ, ଦେଲୁ ଧୋକା
ହାଏ ଲୋ ସିନ୍ଦୂର ତୁ, ଦେଲୁ ଧୋକା
ହାଏ ଲୋ ସିନ୍ଦୂର ତୁ, ଦେଲୁ ଧୋକା
ହାଏରେ ସମ୍ପର୍କ ତୁ, ଦେଲୁ ଧୋକା
ହାଏରେ ସମ୍ପର୍କ ତୁ, ଦେଲୁ ଧୋକା



Credits
Writer(s): Malay Mishra, Pushpak Parida
Lyrics powered by www.musixmatch.com

Link