Nakalu Mana

ନ କଲୁ ମନ ପ୍ରଭୁ ଦର୍ଶନ
ନ କଲୁ ମନ ପ୍ରଭୁ ଦର୍ଶନ

ବେଳ ଯିବ ଚାଲି, ଆସିଯିବ କାଲି
ବେଳ ଯିବ ଚାଲି, ଆସିଯିବ କାଲି
ବିଦାୟ ଦିନ

ନ କଲୁ ମନ ପ୍ରଭୁ ଦର୍ଶନ
ନ କଲୁ ମନ ପ୍ରଭୁ ଦର୍ଶନ
ଯେତେ ଯାହା ଦେଖୁ ନୀତି ସତ ବୋଲି ନାହିଁ କିଛି
ମିଛକୁ ଭାବି ତୁ ସତ ଭୁଲିଯାଉ ଚକାଆଖି
ଯେତେ ଯାହା ଦେଖୁ ନୀତି ସତ ବୋଲି ନାହିଁ କିଛି
ମିଛକୁ ଭାବି ତୁ ସତ ଭୁଲିଯାଉ ଚକାଆଖି

ଦୁନିଆରେ ସେଇ ତୋର
ଦୁନିଆରେ ସେଇ ତୋର
ଅସଲ ଧନ

ନ କଲୁ ମନ ପ୍ରଭୁ ଦର୍ଶନ
ନ କଲୁ ମନ ପ୍ରଭୁ ଦର୍ଶନ
ବଡ ଦୟାମୟ ପ୍ରଭୁ କ୍ଷମାର ସାଗର ସେହି
କୋଳେଇ ନେବେ ରେ ମନ ପାପ ତୋର ଭୁଲିଯାଇ
ବଡ ଦୟାମୟ ପ୍ରଭୁ କ୍ଷମାର ସାଗର ସେହି
କୋଳେଇ ନେବେ ରେ ମନ ପାପ ତୋର ଭୁଲିଯାଇ

ନୀଳାଚଳ ନାଥ ପାଦେ
ନୀଳାଚଳ ନାଥ ପାଦେ
ନିଅ ଶରଣ

ନ କଲୁ ମନ ପ୍ରଭୁ ଦର୍ଶନ
ନ କଲୁ ମନ ପ୍ରଭୁ ଦର୍ଶନ

ବେଳ ଯିବ ଚାଲି, ଆସିଯିବ କାଲି
ବେଳ ଯିବ ଚାଲି, ଆସିଯିବ କାଲି
ବିଦାୟ ଦିନ

ନ କଲୁ ମନ ପ୍ରଭୁ ଦର୍ଶନ
ନ କଲୁ ମନ ପ୍ରଭୁ ଦର୍ଶନ
ନ କଲୁ ମନ ପ୍ରଭୁ ଦର୍ଶନ



Credits
Writer(s): Alkesh Biswal, Bijay Swain Biju
Lyrics powered by www.musixmatch.com

Link