Luni Icecream (From "Kehi Nuhen Kahara")
ଗୋରା ଗୋରା ଗାଲରେ ମୋ ଫିକା ନାଲି Cream
ଓଠରେ ଲାଗିଲେ ଦେହ ହୁଏ ରିମଝିମ
ଗୋରା ଗୋରା ଗାଲରେ ମୋ ଫିକା ନାଲି Cream
ଓଠରେ ଲାଗିଲେ ଦେହ ହୁଏ ରିମଝିମ
ମୋତେ ନେଇ ଦେଖନା ତୁ ଆଜେବାଜେ dream
ମୋତେ ନେଇ ଦେଖନା ତୁ ଆଜେବାଜେ dream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ଥଣ୍ଡା ଥଣ୍ଡା ଆଖିରେ ମୋ ଗରମା-ଗରମ ଚାହାଣି
ଓଠ ଚାପି ହସିଦେଲେ ଓଲଟି ଯାଏ କାହାଣୀ
ଥଣ୍ଡା ଥଣ୍ଡା ଆଖିରେ ମୋ ଗରମା-ଗରମ ଚାହାଣି
ଓଠ ଚାପି ହସିଦେଲେ ଓଲଟି ଯାଏ କାହାଣୀ
ଜଳିଯିବୁ ଆସନା ज़वानी चिंगारी
ଫସିଯିବି ଚାହାଁନା ଆଖି ମୋ ଶିକାରୀ
Joker ମୋ ପାଖେ ସବୁ ସହରର King
Joker ମୋ ପାଖେ ସବୁ ସହରର King
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ଝିଲିମିଲି ରାତିରେ ମୁଁ ମାୟାବିନୀ ହରିଣୀ
ଯେତେ ମାର ଆଖି ତୀର ମୋ ଦେହରେ ବାଜେନି
ଝିଲିମିଲି ରାତିରେ ମୁଁ ମାୟାବିନୀ ହରିଣୀ
ଯେତେ ମାର ଆଖି ତୀର ମୋ ଦେହରେ ବାଜେନି
ନାଲିପାନ ବିବି ମୁଁ, ଖେଳ ମୋ ନିଆଁରା
ବୁଡ଼ିଯିବୁ କାଳେ ତୁ ଶିଖିଯା ପହଁରା
ହୁସିଆର୍ ବାଜିଯିବ bell tring-tring
ହୁସିଆର୍ ବାଜିଯିବ bell tring-tring
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ଓଠରେ ଲାଗିଲେ ଦେହ ହୁଏ ରିମଝିମ
ଗୋରା ଗୋରା ଗାଲରେ ମୋ ଫିକା ନାଲି Cream
ଓଠରେ ଲାଗିଲେ ଦେହ ହୁଏ ରିମଝିମ
ମୋତେ ନେଇ ଦେଖନା ତୁ ଆଜେବାଜେ dream
ମୋତେ ନେଇ ଦେଖନା ତୁ ଆଜେବାଜେ dream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ଥଣ୍ଡା ଥଣ୍ଡା ଆଖିରେ ମୋ ଗରମା-ଗରମ ଚାହାଣି
ଓଠ ଚାପି ହସିଦେଲେ ଓଲଟି ଯାଏ କାହାଣୀ
ଥଣ୍ଡା ଥଣ୍ଡା ଆଖିରେ ମୋ ଗରମା-ଗରମ ଚାହାଣି
ଓଠ ଚାପି ହସିଦେଲେ ଓଲଟି ଯାଏ କାହାଣୀ
ଜଳିଯିବୁ ଆସନା ज़वानी चिंगारी
ଫସିଯିବି ଚାହାଁନା ଆଖି ମୋ ଶିକାରୀ
Joker ମୋ ପାଖେ ସବୁ ସହରର King
Joker ମୋ ପାଖେ ସବୁ ସହରର King
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ଝିଲିମିଲି ରାତିରେ ମୁଁ ମାୟାବିନୀ ହରିଣୀ
ଯେତେ ମାର ଆଖି ତୀର ମୋ ଦେହରେ ବାଜେନି
ଝିଲିମିଲି ରାତିରେ ମୁଁ ମାୟାବିନୀ ହରିଣୀ
ଯେତେ ମାର ଆଖି ତୀର ମୋ ଦେହରେ ବାଜେନି
ନାଲିପାନ ବିବି ମୁଁ, ଖେଳ ମୋ ନିଆଁରା
ବୁଡ଼ିଯିବୁ କାଳେ ତୁ ଶିଖିଯା ପହଁରା
ହୁସିଆର୍ ବାଜିଯିବ bell tring-tring
ହୁସିଆର୍ ବାଜିଯିବ bell tring-tring
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
ମୁଁ ଗୋଟେ, ଗୋଟେ ଲୁଣି Ice-cream
Credits
Writer(s): Biswaswarup Mohapatra
Lyrics powered by www.musixmatch.com
Link
Other Album Tracks
- Balunga Toka (From "Balunga Toka")
- Baji Lani 12:20 (From "Bye Bye Dubai")
- Chuti Kholile (From "God Father")
- Luni Icecream (From "Kehi Nuhen Kahara")
- Biche Bazar Re (From "Gunda")
- Askaa 40 (From "Baby")
- Zabardast Premika Title Track (From "Zabardast Premika")
- Dussehra Bazara Sandha (From "Kabula Barabula Searching Laila")
- Chumma Fotaka (From "Sita Rama Nka Bahaghara Kalijugare")
- Rate Kete (From "Badmash Toka")
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.