Tuma Otha Tale (From "Tuma Otha Tale")
ତୁମ ଓଠ ତଳେ ଥିଲା କିଛି କଥା
ମୁଁ ଧରିଲେ ମଲି, ନଧରିଲେ ମଲି
ତୁମ ଆଖି ତଳେ ଲୁଚିଥିବା କଥା
ମୁଁ ଜାଣିଲେ ମଲି, ନଜାଣିଲେ ମଲି
କହିବାକୁ ଚାହିଁଲେ ଭାବେ କେତେ
ହରେଇ ବାରଣ ରହେ ମନେ
କହ କେମିତି କହିବିରେ ତତେ?
ମନ ଭଲ ପାଉଚି କେତେ
ଝାପ୍ସା ଝାପ୍ସା ରାତି, ସାଥେ ଶୀତୁଆ ହାୱା
ଖିଆଲି ଏ ମନେ ଉଙ୍କି ମାରେ କେତେ ଯେ କଥା
ପାଖେ ତୁ ଥାଉ ଯେବେ ଯେବେ
ସମୟଟା ରହିଯାଏ ତୋ ପାଖେ
ଓଠର ଭାଷା ମନେ ମନେ ମରେ
ଆଖିର କଥା ନଜରେ ଲୁଚେ
କହ କେମିତି କହିବିରେ ତତେ?
ମନ ଭଲ ପାଉଚି କେତେ
କାହା ବାହାନାରେ ଆଜି ମୁଁ ଚାଲେ
କାହା ପାଇଁ ଏତେ ସକାଳୁ ଉଠେ
Dress ପିନ୍ଧୁଚି, କି କରୁଛି ନଜର ନାହିଁ
Breakfast ସାଥେ ତୋତେ text କରେ ମୁହିଁ
Cofee cup ରେ କଫି ନାହିଁ
Launch-plate ରେ launch ନାହିଁ
କିଛି କରିବାକୁ time ନାହିଁ
ହେଲେ ତୁ ଡାକିଲେ ଆସେ ଧାଇଁ
କହ କେମିତି କହିବିରେ ତତେ?
ମନ ଭଲ ପାଉଚି କେତେ
ତୁମ ଓଠ ତଳେ ଥିଲା କିଛି କଥା
ମୁଁ ଧରିଲେ ମଲି, ନଧରିଲେ ମଲି
ତୁମ ଆଖି ତଳେ ଲୁଚିଥିବା କଥା
ମୁଁ ଜାଣିଲେ ମଲି, ନଜାଣିଲେ ମଲି
ମୁଁ ଧରିଲେ ମଲି, ନଧରିଲେ ମଲି
ତୁମ ଆଖି ତଳେ ଲୁଚିଥିବା କଥା
ମୁଁ ଜାଣିଲେ ମଲି, ନଜାଣିଲେ ମଲି
କହିବାକୁ ଚାହିଁଲେ ଭାବେ କେତେ
ହରେଇ ବାରଣ ରହେ ମନେ
କହ କେମିତି କହିବିରେ ତତେ?
ମନ ଭଲ ପାଉଚି କେତେ
ଝାପ୍ସା ଝାପ୍ସା ରାତି, ସାଥେ ଶୀତୁଆ ହାୱା
ଖିଆଲି ଏ ମନେ ଉଙ୍କି ମାରେ କେତେ ଯେ କଥା
ପାଖେ ତୁ ଥାଉ ଯେବେ ଯେବେ
ସମୟଟା ରହିଯାଏ ତୋ ପାଖେ
ଓଠର ଭାଷା ମନେ ମନେ ମରେ
ଆଖିର କଥା ନଜରେ ଲୁଚେ
କହ କେମିତି କହିବିରେ ତତେ?
ମନ ଭଲ ପାଉଚି କେତେ
କାହା ବାହାନାରେ ଆଜି ମୁଁ ଚାଲେ
କାହା ପାଇଁ ଏତେ ସକାଳୁ ଉଠେ
Dress ପିନ୍ଧୁଚି, କି କରୁଛି ନଜର ନାହିଁ
Breakfast ସାଥେ ତୋତେ text କରେ ମୁହିଁ
Cofee cup ରେ କଫି ନାହିଁ
Launch-plate ରେ launch ନାହିଁ
କିଛି କରିବାକୁ time ନାହିଁ
ହେଲେ ତୁ ଡାକିଲେ ଆସେ ଧାଇଁ
କହ କେମିତି କହିବିରେ ତତେ?
ମନ ଭଲ ପାଉଚି କେତେ
ତୁମ ଓଠ ତଳେ ଥିଲା କିଛି କଥା
ମୁଁ ଧରିଲେ ମଲି, ନଧରିଲେ ମଲି
ତୁମ ଆଖି ତଳେ ଲୁଚିଥିବା କଥା
ମୁଁ ଜାଣିଲେ ମଲି, ନଜାଣିଲେ ମଲି
Credits
Writer(s): Biswaswarup Mohapatra
Lyrics powered by www.musixmatch.com
Link
Other Album Tracks
Altri album
- Khojiba Mate Dine Hrudaya Tore (Male Version) - Single
- Prataranara Sahare - Single
- Tu Chalijibu - Single
- Premara Pahili Sidire - Single
- Jigar Queen - Single
- Achinha Premika - Single
- Nisthura Hrudaya - Single
- To Duare Mu Desi Kukura - Single
- Jibanare Jibana - Single
- Lambi Lambi Jaantaki Rasta (From "'Tike Tike Achinha Tu") - Single
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.