Tuma Otha Tale (From "Tuma Otha Tale")

ତୁମ ଓଠ ତଳେ ଥିଲା କିଛି କଥା
ମୁଁ ଧରିଲେ ମଲି, ନଧରିଲେ ମଲି
ତୁମ ଆଖି ତଳେ ଲୁଚିଥିବା କଥା
ମୁଁ ଜାଣିଲେ ମଲି, ନଜାଣିଲେ ମଲି

କହିବାକୁ ଚାହିଁଲେ ଭାବେ କେତେ
ହରେଇ ବାରଣ ରହେ ମନେ
କହ କେମିତି କହିବିରେ ତତେ?
ମନ ଭଲ ପାଉଚି କେତେ

ଝାପ୍ସା ଝାପ୍ସା ରାତି, ସାଥେ ଶୀତୁଆ ହାୱା
ଖିଆଲି ଏ ମନେ ଉଙ୍କି ମାରେ କେତେ ଯେ କଥା
ପାଖେ ତୁ ଥାଉ ଯେବେ ଯେବେ
ସମୟଟା ରହିଯାଏ ତୋ ପାଖେ

ଓଠର ଭାଷା ମନେ ମନେ ମରେ
ଆଖିର କଥା ନଜରେ ଲୁଚେ
କହ କେମିତି କହିବିରେ ତତେ?
ମନ ଭଲ ପାଉଚି କେତେ

କାହା ବାହାନାରେ ଆଜି ମୁଁ ଚାଲେ
କାହା ପାଇଁ ଏତେ ସକାଳୁ ଉଠେ
Dress ପିନ୍ଧୁଚି, କି କରୁଛି ନଜର ନାହିଁ
Breakfast ସାଥେ ତୋତେ text କରେ ମୁହିଁ

Cofee cup ରେ କଫି ନାହିଁ
Launch-plate ରେ launch ନାହିଁ
କିଛି କରିବାକୁ time ନାହିଁ
ହେଲେ ତୁ ଡାକିଲେ ଆସେ ଧାଇଁ

କହ କେମିତି କହିବିରେ ତତେ?
ମନ ଭଲ ପାଉଚି କେତେ

ତୁମ ଓଠ ତଳେ ଥିଲା କିଛି କଥା
ମୁଁ ଧରିଲେ ମଲି, ନଧରିଲେ ମଲି
ତୁମ ଆଖି ତଳେ ଲୁଚିଥିବା କଥା
ମୁଁ ଜାଣିଲେ ମଲି, ନଜାଣିଲେ ମଲି



Credits
Writer(s): Biswaswarup Mohapatra
Lyrics powered by www.musixmatch.com

Link