Jajabara

ଲାଲା-ଲା-ଲାଲା-ଲା-ଲାଲା-ଲା
ଲାଲା-ଲା-ଲାଲା-ଲା-ଲାଲା-ଲା

ଯୁ-ଯୁ-ଯୁ (ଯୁଯୁଯୁ)
ଯୁ-ଯୁ-ଯୁ (ଯୁଯୁଯୁ)

ଯାଯାବର ମନ ମୋର (ମନ ମୋର)
ସୀମାହୀନ ଆଶା ମୋର (ଆଶା ମୋର, ରୁ-ରୁ-ରୁ-ରୁ)

ନୀତି ଗଢ଼େ, ନୀତି ଭଙ୍ଗେ
ନୀତି ଗଢ଼େ, ନୀତି ଭଙ୍ଗେ
ନୀତି ଗଢ଼େ, ନୀତି ଭଙ୍ଗେ
ନୀତି ଗଢ଼େ, ନୀତି ଭଙ୍ଗେ
ସ୍ୱପ୍ନର ବାଲିଘର (ବାଲିଘର, ରୁ-ରୁ-ରୁ-ରୁ)
ଯାଯାବର

ଯାଯାବର (ମନ ମୋର)
ଯାଯାବର (ମନ ମୋର)
ମୁଁ ନିର୍ଝର ଆଲୋକର
ମୋ ଛାଇ ବନ୍ଧୁ ମୋର

ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ
ନୀତି ଲେଖେ, ନୀତି ଜାଳେ
ଗଳ୍ପ ମୋ ହୃଦୟର (ହୃଦୟର, ରୁ-ରୁ-ରୁ-ରୁ)

ଯାଯାବର ମନ ମୋର
ସୀମାହୀନ ଆଶା ମୋର
ଯାଯାବର

ମୁଁ ପ୍ରେମିକା ଦିଗନ୍ତର
ମରୀଚିକା ପ୍ରିୟା ମୋର
ମୁଁ ପ୍ରେମିକା, ମରୀଚିକା ପ୍ରିୟା ମୋର

ଭଲ ପାଏ, ଭୁଲି ଯାଏ
ଭଲ ପାଏ, ଭୁଲି ଯାଏ
ଭଲ ପାଏ, ଭୁଲି ଯାଏ
ଭଲ ପାଏ, ଭୁଲି ଯାଏ
ନୀତିଦିନ ଖେଳ ମୋର (ଖେଳ ମୋର, ରୁ-ରୁ-ରୁ-ରୁ)

ଯାଯାବର (ଯାଯାବର)
ଯାଯାବର (ଯାଯାବର)
ଯାଯାବର (ଯାଯାବର)



Credits
Writer(s): Sirshananda Das Kanungo
Lyrics powered by www.musixmatch.com

Link