Toh Bina (Reprise Version)

ତତେ ଦେଖୁଥାଏ
ତତେ ଭଲପାଏ
ଏ ମନଟା ପାଗଳ ରେ
ଆଖିରେ ଆଖି ମିଶିଲା ପରେ
ହଜିଛି ତୋ ପ୍ରେମରେ

ଅଜଣା ଥିଲି ଅଚିହ୍ନା ରେ
ଚିହ୍ନା ହେଲୁ ତୁ ଧୀରେ-ଧୀରେ
କିଛି କହେନା, କିଛି ବୁଝେ
ଅବୁଝା ମନଟା ରେ

କିଛି ଚାହେଁନା ତୋ ବିନା
କିଛି ଜାଣେନା ତୋ ବିନା
କିଛି ଚାହେଁନା ତୋ ବିନା
କିଛି ଜାଣେନା ତୋ ବିନା

ଛୁପି-ଛୁପି ମୁଁ ତତେ ହିଁ ଚାହେଁ
ତୋ ହସ ମୋ ଦୁନିଆଁ
ଯୁଆଡ଼େ ଯାଏ ତତେ ହି ପାଏ
ତୋ ଆଖି ମୋ ଆଇନା

ତୋ ଚେହେରା, ତୋ ଇଶାରା
ପାଗଳ କଲା ମତେ
କଥା ଯେତେ ହୃଦୟରେ
କେମିତି କହିବି ତତେ?

ଅଜଣା ଥିଲି ଅଚିହ୍ନା ରେ
ଚିହ୍ନା ହେଲୁ ତୁ ଧୀରେ-ଧୀରେ
କିଛି କହେନା, କିଛି ବୁଝେ
ଅବୁଝା ମନଟା ରେ

କିଛି ଚାହେଁନା ତୋ ବିନା
କିଛି ଜାଣେନା ତୋ ବିନା
କିଛି ଚାହେଁନା ତୋ ବିନା
କିଛି ଜାଣେନା ତୋ ବିନା
କିଛି ଚାହେଁନା ତୋ ବିନା
କିଛି ଜାଣେନା ତୋ ବିନା



Credits
Writer(s): Nabs, Saroj
Lyrics powered by www.musixmatch.com

Link