O Sahiba (From "Kabula Barabula Searching Laila")

ଦୁନିଆ କୁ କହିଦେଲି
ଦିଲ୍ ତୋତେ ଦେଇଦେଲି
ତୁ ମୋର ଦିଲ୍ जानिया
ତୁ ମୋ दिलरुबा
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा

ଖୋଜୁଥିଲି ପାଇଗଲି
ମନ ତୋତେ ଦେଇ ଦେଲି
ମୁଁ ତୋର ଦିଲ୍ जानिया
ମୁଁ ତୋ मेहबूबा
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा

ଏକା-ଏକା ଥିଲି ଏକା
ଦେଖା-ଦେଖା ହେଲା ଦେଖା
Life ଟା ଲାଗେ जिंगा-लाला
Crazy-crazy ଲାଗେ crazy
ରାଜି-ରାଜି ମୁଁ ରାଜି
ସବୁ ଦିନ ହେବାକୁ ତୋ लैला

ହୋ, ମନ ଥଲା ଅଧା-ଅଧା
ଏବେ ଲାଗେ फिदा-फिदा
ତୋ ପ୍ରେମରେ ଆଜିକାଲି ଏ ଦିଲ୍ ଟା ଡୁବା-ଡୁବା
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा

Dreamy-dreamy ଲାଗେ dreamy
ଝୁମି-ଝୁମି ଯାଏ ଝୁମି
ପ୍ରେମ ନା କେଉଁ ଏକ ନିଶା
ପ୍ରେମି-ପ୍ରେମି ମୁଁ ପ୍ରେମି
ଦାମି-ଦାମି ଭାରି ଦାମି
ପ୍ରେମର ଏ ରିମ୍ ଝିମ୍ ବର୍ଷା

ହଁ, ସ୍ଵପ୍ନ ଥଲା ଅଧା-ଅଧା
ଏବେ ଲାଗେ ଓଦା-ଓଦା
ଆଜି କାଇଁ ଭାବନାରେ ଦିଲ୍ ଟା ଡୁବା-ଡୁବା
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा
ଓ, ଓ, ଓ, ଓ ରେ साहिबा



Credits
Writer(s): Prem Anand
Lyrics powered by www.musixmatch.com

Link