Bhasa Megha

ଭସା ମେଘ ମୁଁ ଯେ ଭାସିଯାଏ ଦୂରେ
ନୀଳ ଆକାଶରେ ନାଚେ ମୁଁ ଝୁମି ରେ

ଆହା-ହା, ସେଇ ଦୂର ପାହାଡ଼ର ଚୂଡ଼ା ଛୁଇଁରେ
ନାଚେ ଝୁମିଝୁମି ରେ

ନାଚେ ଧିଗ୍-ତାକ୍ ଧିଗ୍-ତାକ୍ ତା-ତା-ଧିତାକ୍-ତା
ନାଚେ ଧିଗ୍-ତାକ୍ ଧିଗ୍-ତାକ୍ ତା-ତା-ଧିତାକ୍-ତା
ମୁଁ ଯେ ଅମାନିଆ ଏକ ବଣ ମଇନା
କଥା ମାନେନା, ନାନା ମୁଁ ମାନେନା
ମୁଁ ଯେ ଅମାନିଆ ଏକ ବଣ ମଇନା
କଥା ମାନେନା, ନା-ନା ମୁଁ ମାନେନା

ମୁଁ ଏକ ନାମହୀନ ବଣ ଝରଣା
କାହିଁ ବା ଯାଏ ତାର ନାହିଁ ଠିକଣା
ମୁଁ ଏକ ନାମହୀନ ବଣ ଝରଣା
କାହିଁ ବା ଯାଏ ତାର ନାହିଁ ଠିକଣା
ତାର ନାହିଁ ଠିକଣା

ଜାଣେନା କେବେ ଦୂର ସାଗରକୁ ପାଇବି ଖୋଜି
କେବେ ପାଇବି ଖୋଜି

ଅବା ହଜିଯିବି କେଉଁ ମରୁଭୂଇଁରେ
ଅବା ହଜିଯିବି କେଉଁ ମରୁଭୂଇଁରେ
କାହା ମାନ ଅଭିମାନ, ମନ ବେଦନା
କିଛି ବୁଝେନା, ନା-ନା ମୁଁ ବୁଝେନା

ମୁଁ ଏକ ମତୁଆଲା ଖିଆଲି ଝଡ଼
ନୁହେଁ ମୁଁ କାହାର, କେ ନୁହେଁ ତ ମୋର
ମୁଁ ଏକ ମତୁଆଲା ଖିଆଲି ଝଡ଼
ନୁହେଁ ମୁଁ କାହାର, କେ ନୁହେଁ ତ ମୋର
କେହି ନୁହେଁ ତ ମୋର

ଆହା ରେ, ମୋର ଖିଆଲି ଜୀବନ ଚାହୁଁଛି ଆଜି
ଆରେ ଚାହୁଁଛି ଆଜି

ଖାଲି ନାଚି ନାଚି ଯିବ ମଉସୁମୀରେ
ଖାଲି ନାଚି ନାଚି ଯିବ ମଉସୁମୀରେ

ଭସା ମେଘ ମୁଁ ଯେ ଭାସିଯାଏ ଦୂରେ
ନୀଳ ଆକାଶରେ ନାଚେ ମୁଁ ଝୁମି ରେ

ଆହା-ହା, ସେଇ ଦୂର ପାହାଡ଼ର ଚୂଡ଼ା ଛୁଇଁରେ
ନାଚେ ଝୁମିଝୁମି ରେ

ନାଚେ ଧିଗ୍-ତାକ୍ ଧିଗ୍-ତାକ୍ ତା-ତା-ଧିତାକ୍-ତା
ନାଚେ ଧିଗ୍-ତାକ୍ ଧିଗ୍-ତାକ୍ ତା-ତା-ଧିତାକ୍-ତା



Credits
Writer(s): Shibabrata Das, Radhakrushna, Saroj Kumar
Lyrics powered by www.musixmatch.com

Link