A Samita

ସମିତା, ସମିତା
I love you

ଏ ସମିତା...
ଏ ସମିତା, ଆଗୋ ସମିତା
ତମେ କେମିତିକା ଝିଅ ସତେ? (ଆଛା)
ଆଖି ନଚେଇ, ଚୁନରି ଖସେଇ
ଫସେଇ ଦେଲ ଗୋ ମୋତେ (ହଁ?)

ତମକୁ ଦେଖିଲେ ମାଡୁଛି ଡ଼ର
ତମ ପ୍ରେମକୁ ଶହେ ଜୁହାର (ନାଇଁ ମ)
କାହା ଘର ଝିଅ? କେଉଁଠି ରହୁଚ?
କହିବ କି ଟିକେ ମୋତେ

ଏ ସମିତା, ଆଗୋ ସମିତା
ତମେ କେମିତିକା ଝିଅ ସତେ?
ଆଖି ନଚେଇ, ଚୁନରି ଖସେଇ
ଫସେଇ ଦେଲ ଗୋ ମୋତେ

ମାଇଲା ଲୋ, ମାଇଲା ଲୋ, ମାଇଲା ଲୋ (ଯା')

ତମେ ଫୁଲେଇ ଦେଲ ଭୁଲେଇ
ମୁଁ ବାଟ ବଣା ହେଲି (ଇସ୍)
ତମ ପାଖରେ ପ୍ରଥମ ଥର
ମନକୁ ବନ୍ଧା ଦେଲି (ସତେ?)

ତମେ ଫୁଲେଇ ଦେଲ ଭୁଲେଇ
ମୁଁ ବାଟ ବଣା ହେଲି (ଯା')
ତମ ପାଖରେ ପ୍ରଥମ ଥର
ମନକୁ ବନ୍ଧା ଦେଲି

ତମେତ ରମ୍ଭା, ଉର୍ବଶୀ, ମେନକା
କାହା ପାଇଁ ହବ ଗୋ ନାୟିକା?
କେଉଁ ରଜା ପୁଅ ନେବ ଗୋ ତୁମକୁ
ଫୁଲ ସବାରୀରେ ସତେ?

ଏ ସମିତା, ଆଗୋ ସମିତା
ତମେ କେମିତିକା ଝିଅ ସତେ?
ଆଖି ନଚେଇ, ଚୁନରି ଖସେଇ
ଫସେଇ ଦେଲ ଗୋ ମୋତେ

ମାଇଲା ଲୋ, ମାଇଲା ଲୋ, ମାଇଲା ଲୋ (ଯା')

ଆଖି ତମର ନୀଳ ଆକାଶ
ଲୁହ ବରଷାର ଧାରା (ଇସ୍)
ରାଗିଲେ ତମେ ମୋ ମନେ ପଡ଼େ
ଅଭିମାନର ଖରା (ସତେ?)

ଆଖି ତମର ନୀଳ ଆକାଶ
ଲୁହ ବରଷାର ଧାରା (ଯା')
ରାଗିଲେ ତମେ ମୋ ମନେ ପଡ଼େ
ଅଭିମାନର ଖରା

ତମେତ କୁଆଁରୀ ଅଳସୀ ଜହ୍ନ
ତମ ଆଖିରେ ପ୍ରଳୟ ଚିହ୍ନ
ମନ ଭ୍ରମରକୁ ପାଗଳ କରିଚ
ଧରା କି ଦବ ଗୋ ମୋତେ?

ଏ ସମିତା, ଆଗୋ ସମିତା
ତମେ କେମିତିକା ଝିଅ ସତେ?
ଆଖି ନଚେଇ, ଚୁନରି ଖସେଇ
ଫସେଇ ଦେଲ ଗୋ ମୋତେ

ତମକୁ ଦେଖିଲେ ମାଡୁଛି ଡ଼ର
ତମ ପ୍ରେମକୁ ଶହେ ଜୁହାର
କାହା ଘର ଝିଅ? କେଉଁଠି ରହୁଚ?
କହିବ କି ଟିକେ ମୋତେ



Credits
Writer(s): J. Bharati, R. Satyanarayan
Lyrics powered by www.musixmatch.com

Link