Raat Sarabi Prita Gulabi

रात शराबी, प्रीत ग़ुलाबी
ଯୌବନ ଡାକେ ଆ
रात शराबी, प्रीत ग़ुलाबी
ଯୌବନ ଡାକେ ଆ

ଅଙ୍ଗ ଅଙ୍ଗ ମୋର ସଙ୍ଗ ଚାହେଁ ତୋର
ପ୍ରିୟା ଶିରେଇ ଦେଇଯା
ଏ ମଧୁ ରାତିରେ ଖୋଜେ ସାଥିରେ

ଓଠରେ ମୋର ଭରିଛି ମଧୁ
ଭ୍ରମର ସାଜି ଆଜି ପିଇଯା
ଏ କି ଭୋକ, ଏ କି ସୋପାସ
ଏକ ରୂପସୀ ମଜା ନେଇଯା

କାମ ଫୁଲ ଧନୁରେ ଏଇ ମୋର ତନୁରେ
କାମ ଫୁଲ ଧନୁରେ ଏଇ ମୋର ତନୁରେ
आजा ସାଥି ମିଶିଯା

ଅଙ୍ଗ ଅଙ୍ଗ ମୋର ସଙ୍ଗ ଚାହେଁ ତୋର
ପ୍ରିୟା ଶିରେଇ ଦେଇଯା
ଏ ମଧୁ ରାତିରେ ଖୋଜେ ସାଥିରେ

ଜୀବନ ଖାଲି, ଆଜିରେ जीना
କାଲିରେ ମଜି କେବେ ନଥିଲା

ମୌସୁମୀ ମରୁ ଯୌବନ କରି
ଉଡେଇନେ ଦୂରେ, କର ତୁ ତାଲା

ଦୂର ସାଥି ସାଥିରେ, ମୋତେ ନିଅ ଲୁଟି ରେ
ଦୂର ସାଥି ସାଥିରେ, ମୋତେ ନିଅ ଲୁଟି ରେ
आजा ଆଜି आजा, ହାଁ

ଅଙ୍ଗ ଅଙ୍ଗ ମୋର ସଙ୍ଗ ଚାହେଁ ତୋର
ପ୍ରିୟା ଶିରେଇ ଦେଇଯା



Credits
Writer(s): Rakhal Mahanty, Brundaban Jena, V. Balsara
Lyrics powered by www.musixmatch.com

Link