Danei Das Kahere Bhai

ଦନେଇ ଦାସ କହେ ରେ ଭାଇ
କଥାଏ ବଡ଼ ସଚ୍ଚା

ଏ ଦୁନିଆରେ କେହି ନା କେହି, କାହାର ତ ଚାମ୍ଚା
ଏ ଦୁନିଆରେ କେହି ନା କେହି, କାହାର ତ ଚାମ୍ଚା

ଏ ଦୁନିଆରେ କେହି ନା କେହି, କାହାର ଯଦି ଚାମ୍ଚା

ତୋ ଗୁରୁକୁ ତୋର ପଚାରି କହ
କାହାର ସେ ଚାମ୍ଚା?
ତୋ ଗୁରୁକୁ ତୋର ପଚାରି କହ
କାହାର ସେ ଚାମ୍ଚା?

ଗୁରୁଙ୍କର ଅଛି ମଟର ଗାଡ଼ି
ଗୁରୁଙ୍କର ଅଛି କୋଠାବାଡି
Tractor ତାଙ୍କର ଧାଡ଼ି କି ଧାଡି଼ (ଆଛା)
ହୁକୁମ ଛୁଟେ ଘଡ଼ିକି ଘଡ଼ି

ହେଲେ ଗୋଟିଏ ଚିଜ ଅଭାବ ତାଙ୍କ
ଚାଲିଛି ଯାହା ଖୋଜା

ତୋ ନାନୀକି ତୋର ପଚାରି କହ, ହେବ କି ସେ ଚାମ୍ଚା
ତୋ ନାନୀକି ତୋର ପଚାରି କହ, ହେବ କି ସେ ଚାମ୍ଚା

ଏମିତି ଝିଅ ପାଇବ କାହିଁ?
ଯେମିତି ଚାଲି ସେମିତି ଛଇ
ଯେମିତି ଠାଣି ସେମିତି ବେଣୀ
କେଉଁଠି କିଏ ପାରିବ ଖୁଣୀ?

ଆରେ, ପିରତି ପଥେ ହିସାବ କଲେ
କେ ହେବ କାର ଚାମ୍ଚା?

ଆରେ, ପ୍ରେମିକ ତ ସବୁଦିନେ ପ୍ରେମିକା ର ଚାମ୍ଚା
ଆରେ, ପ୍ରେମିକ ତ ସବୁଦିନେ ପ୍ରେମିକା ର ଚାମ୍ଚା
ଆବେ ପ୍ରେମିକା ତ ସବୁଦିନେ ପ୍ରେମିକର ଚାମ୍ଚା
ଆଲୋ, ପ୍ରେମିକା ତ ସବୁଦିନେ ପ୍ରେମିକର ଚାମ୍ଚା

ତୁ ଚାମ୍ଚା, ତୁ ଚାମ୍ଚା
ତୁ ଚାମ୍ଚା, ତୁ ଚାମ୍ଚା
ତୁ, ତୁ, ତୁ, ତୁ

ତୁ ତ ମୋର, ମୁଁ ତୋ ତୋର
ଅଦଳ, ବଦଳ ଚାମ୍ଚା



Credits
Writer(s): Akshaya Mohanty
Lyrics powered by www.musixmatch.com

Link