Tu Achu Boli

ତୁ ଅଛୁ ବୋଲି, ମୁଁ ଆଜି ଅଛି
ତୋ ବିନା ଲୋ ମାଆ, ମୁଁ ନୁହେଁ କିଛି
ତୁ ଅଛୁ ବୋଲି, ମୁଁ ଆଜି ଅଛି
ତୋ ବିନା ଲୋ ମାଆ, ମୁଁ ନୁହେଁ କିଛି

ତତେ ଭଲପାଇଲେ ବି, ଯେତେ ସ୍ନେହ କରିଲେ ବି
ତତେ ଭଲପାଇଲେ ବି, ଯେତେ ସ୍ନେହ କରିଲେ ବି
ତୋ ଋଣ, ପାରିବିନି ମୁଁ ସୁଝି ମା

ମୋ ମା ମୋ ମା ମୋ ମାଆ ମୋ ମା
ମା ମା ମା ମୋ ମା ମୋ ମାଆ ମୋ ମା

ହାତ ଧରି ଯାର ଚାଲିବା ଶିଖିଛି, ସିଏ ତୁ ମା
ଝୁଣ୍ଟି ଗଲେ ଯିଏ ସାହାରା ଦେଇଛି ସିଏ ତୁ ମା
ହାତ ଧରି ଯାର ଚାଲିବା ଶିଖିଛି, ସିଏ ତୁ ମା
ଝୁଣ୍ଟି ଗଲେ ଯିଏ ସାହାରା ଦେଇଛି ସିଏ ତୁ ମା

ଆଖିରୁ ମୋର ଯେବେ, ଲୁହ ଟୋପେ ଝରେ
ଆଖିରୁ ମୋର ଯେବେ, ଲୁହ ଟୋପେ ଝରେ
ତୋ ଠୁ ଝରେ ଲହୁ ମା

ମୋ ମା ମୋ ମା ମୋ ମାଆ ମୋ ମା
ମା ମା ମା ମୋ ମା ମୋ ମାଆ ମୋ ମା

କଥା ଶୁଣି ଯାର କହିବା ଶିଖିଛି, ସିଏ ତୁ ମା
ଋଷିଗଲେ ଯିଏ କୋଳେଇ ନେଇଛି, ସିଏ ତୁ ମା
କଥା ଶୁଣି ଯାର କହିବା ଶିଖିଛି, ସିଏ ତୁ ମା
ଋଷିଗଲେ ଯିଏ କୋଳେଇ ନେଇଛି, ସିଏ ତୁ ମା

ଆଖିରୁ ମୋର ଯେବେ, ଲୁହ ଟୋପେ ଝରେ
ଆଖିରୁ ମୋର ଯେବେ, ଲୁହ ଟୋପେ ଝରେ
ତୋ ଠୁ ଝରେ ଲହୁ ମା

ମୋ ମା ମୋ ମା ମୋ ମାଆ ମୋ ମା
ମୋ ମା ମା ମା ମା ମୋ ମାଆ ମୋ ମା



Credits
Writer(s): Saroj Samal
Lyrics powered by www.musixmatch.com

Link