Tu Nua Shayari

ତୁ ନୂଆ शायरी ନା ନୂଆ କବିତା
ମୋତେ ପାଗଳ କଲୁ, आहिस्ता आहिस्ता

ତୁ ନୂଆ शायरी ନା ନୂଆ କବିତା
ମୋତେ ପାଗଳ କଲୁ, आहिस्ता आहिस्ता
ତୋର ସେଇ ହଂସୀନି ରୂପ
ମୋ ମନରେ ଲେଖୁଛି ଗପ
ଚାହାଣି ରେ ଭାଙ୍ଗି ଦେଲୁ ତୁ
ମୋ ନୀରବତା

ନୂଆ शायरी ନା ନୂଆ କବିତା
ମୋତେ ପାଗଳ କଲୁ, आहिस्ता आहिस्ता

ଲୁଚେଇ ଥିଲି ତୋରି ନାଁ କୁ
ମୋ ଓଠରେ
ସେଇ ନାଁ ଆଜି ଗୀତ ଟେ ସାଜିଲା, ଧୀରେ ଧୀରେ

ହଁ, ସାଇତି ଥିଲି ତୋରି ପ୍ରେମ କୁ, ହୃଦୟ ରେ
ସେ ପ୍ରେମ ଆଜି ନିଶ୍ୱାସ ସାଜିଲା, ମୋ ଛାତିରେ

ତୁ ଫୁଲ ଋତୁ ଟେ ନା ଫୁଲ ଗୁଲଦସ୍ତା
ମୋତେ ଛୁଇଁଲୁ ଆସି आहिस्ता आहिस्ता

ପ୍ରେମ ତୋର କସ୍ତୁରୀ ପରି
ମନ ସାରା ଯାଉଛି ଝରି
ରାତି ଦିନ ମହକେ ଭାରି
ଏ ଜୀବନ ଟା

ନୂଆ शायरी ନା ନୂଆ କବିତା
ମୋତେ ପାଗଳ କଲୁ आहिस्ता आहिस्ता

ହଁ, ଚଲା ବାଟରେ ମିଠା ନଈ ଟେ ତୁ
ମୁଁ ଯେ ଶୋଷ, ହଁ-ହଁ
ମୋରି ପ୍ରେମ ର ଆରମ୍ଭ ଖାଲି ତୁ, ତୁ ହି ଶେଷ

ସେଇ ପ୍ରେମ କୁ ପାଖରେ ପାଇ ମୁଁ, ଏତେ ଖୁସି
ଲାଗୁନି ଆଜି ମାଟିରୁ ଆକାଶ, ଦୂର ବେଶି

ତୁ ରୁପା ଜହ୍ନ ଟେ ନା ନୂଆ ସବିତା
ମତେ कीमिया କଲୁ आहिस्ता आहिस्ता
ତୁ ଏମିତି ନିଦ ମଇନା
ତୁ ନଥିଲେ ସ୍ବପ୍ନ ଆସେନା
ତୋ ବିନା ବୁଜି ହୁଏନା
ମୋ ଆଖି ପତା

ନୂଆ शायरी ନା ନୂଆ କବିତା
ମୋତେ ପାଗଳ କଲୁ आहिस्ता आहिस्ता
ତୁ ନୂଆ शायरी ନା ନୂଆ କବିତା
ମୋତେ ପାଗଳ କଲୁ आहिस्ता आहिस्ता

आहिस्ता आहिस्ता
आहिस्ता आहिस्ता



Credits
Writer(s): Abhijit Majumdar, Nirmal Nayak
Lyrics powered by www.musixmatch.com

Link