Deidele Sarijiba Ki

जानू ତୋ love ର password କେତେ
କହିଦେ କ'ଣ କଲେ ଭଲ ପାଇବୁ ମୋତେ
(ଭଲ ପାଇବୁ ମୋତେ, ଭଲ ପାଇବୁ ମୋତେ)

जानू ତୋ love ର password କେତେ
କହିଦେ କ'ଣ କଲେ ଭଲ ପାଇବୁ ମୋତେ
ମଲିଣି ତତେ wait କରି
ଦିଲ୍ ଟା ତୋର ଦେଇଦେ ଗୋରୀ
ହୋ ନା ଜାକି

ଦେଇ ଦେଲେ ସରିଯିବ କି
ଦେଇ ଦେଲେ ସରିଯିବ କି
ଦେଇ ଦେଲେ ସରିଯିବ କି, ସରିଯିବ କି, ସରିଯିବ କି
ଦେଇ ଦେଲେ ସରିଯିବ କି, ସରିଯିବ କି, ସରିଯିବ କି

Charming charming face ତୋର
Moon ପରି Flavour
ତତେ ଦେଖି ହେଇଗଲି ରେ direct ତୋ lover

ଅରେ ତୁ ତୋ ମୋର sweet heart
ତୁ ମୋ kidney liver
ତୁ କହିଲେ जान ଦେବି ତତେ forever
ଆରେ କେତେ ମୁଁ ଆଉ କରିବି lobby
ମାଗିଲେ ତୋର ଦିଲ୍ ର ଚାବି
ଦଉଛୁ ଠକି

ଦେଇ ଦେଲେ ସରିଯିବ କି
ଦେଇ ଦେଲେ ସରିଯିବ କି
ଦେଇଦେଲେ ସରିଯିବ କି, ସରିଯିବ କି, ସରିଯିବ କି
ଦେଇ ଦେଲେ ସରିଯିବ କି, ସରିଯିବ କି, ସରିଯିବ କି

Hi नी hi, गोरी तू तीखी मिरची
देख, नी दे मुझे तेरे प्यार की खरची
तेरा गुलाम, मैं बनने को तैयार हुँ
सीधे सीधे बोल
पराया हूँ या प्यार हूँ

ହାଏ ରେ शोनी, नखरा ତୋର ଲାଗୁଚି ପୁରା जब्बर
ତତେ ଦେଖିଲେ ଥରୁଛି ମୋତେ ishq ଵାଲା fever

Naughty naughty style ତୋର
କଲାରେ ସତେ magic
ଛାତିରେ ମୋର ବଜାନି ଆଉ pathetic music
Heart ଟା ତୋର ହଉ ଲୋ ଯେତେ
Discount ରେ ଦେଇଦେ ମୋତେ
ଦେ ନା ଭାଙ୍ଗି

ଦେଇ ଦେଲେ ସରିଯିବ କି
ଦେଇ ଦେଲେ ସରିଯିବ କି
ଦେଇ ଦେଲେ ସରିଯିବ କି, ସରିଯିବ କି, ସରିଯିବ କି
ଦେଇ ଦେଲେ ସରିଯିବ କି, ସରିଯିବ କି, ସରିଯିବ କି
ଦେଇ ଦେଲେ ସରିଯିବ କି, ସରିଯିବ କି, ସରିଯିବ କି



Credits
Writer(s): Baidyanath Das
Lyrics powered by www.musixmatch.com

Link