Saavan Ein Nenoko (From "Just Married")

सावन इन नैनों को आज भीगा दिया
चेहरा तेरा पलकों पे बिठा दिया

ତୁ ଭିଜିଲୁ ସାଥେ, ମୁଁ ଭିଜିଲି ସାଥେ
ଲାଗିଲା ପ୍ରେମ ରଙ୍ଗ ଲାଗିଗଲା ରେ
ଆଜି ଏ ବାଟସାରା ଫୁଲରେ ଭରା ଭରା
ପ୍ରେମର ଏ କି ଋତୁ ଆସିଗଲାରେ?

ଆଜି ତ ଦୁହେଁ ଆମେ ପାଖା-ପାଖି
ଆଜି ଲାଗୁଚି ସବୁ silky silky

ହାତରେ ହାତ ରଖି
ଆଖିରେ ମିଶା ଆଖି
ଲାଗିବ ସବୁକିଛି ନୁଆଁ ନୁଆଁରେ

मैं जो तेरा बना
तू जो मेरी बनी
ये इश्क़ का जलवा चल गया रे

ଭାବି ତ ନଥିଲି ଜୀବନରେ କେବେ
ମୋ ବାଟ, ତୋ ବାଟ ମିଶିବ ବୋଲି

ତୁ ମୋ ବାଟରେ ପାଦ ଦେଲା ପରେ
ନିଜେ ମୁଁ ଯାଇଛି ନିଜକୁ ଭୁଲେଇ, ନିଜକୁ ଭୁଲେଇ, ହାଁ ନିଜକୁ ଭୁଲେଇ
ମନରେ ମୋର ମିଶିଗଲା ପରେ

ହାତରେ ହାତ ରଖି
ଆଖିରେ ମିଶା ଆଖି
ଲାଗିବ ସବୁକିଛି ନୁଆଁ ନୁଆଁରେ

मैं जो तेरा बना
तू जो मेरी बनी
ये इश्क़ का जलवा चल गया रे

When I open my eyes
Oh you are my life
Rahul loves you forever, ever and ever
Leave me alone never
You are the rhythm of my life
ओ अनमोल, अनमोल, अनमोल

ଆଜି ତୁ ଯଉଠି ମୁଁ ବି ସେଇଠି
କିଏ ବା ଜାଣିଛି କାଲିକି କଉଠି

ନାରେ, ନାରେ ତୋ ବିନା ପ୍ରିୟାରେ
Life ଟା ମୋର बिखरी-बिखरी, बिखरी-बिखरी, बिखरी-बिखरी
ସାଥିକୁ ସାଥି ମିଳିଗଲା ପରେ

ତୁ ହଜିଲୁ ସାଥି
ମୁଁ ହଜିଲି ସାଥି
ଦୁହେଁ ତ ହଜିଗଲେ dream world ରେ

ତୁ ହଜିଲୁ ସାଥି
ମୁଁ ହଜିଲି ସାଥି
ଦୁହେଁ ତ ହଜିଗଲେ dream world ରେ



Credits
Writer(s): Baidyanath Dash
Lyrics powered by www.musixmatch.com

Link