Chahun Chahun (From "Premi Diwana")

ଚାହୁଁ-ଚାହୁଁ ତୋଠାରେ ଅଟକିଗଲା ମୋ ନଜର
ହଜିଗଲା ମୋ ଆଖି ତୋ ପ୍ରେମ ଚାହାଣିରେ
ଧୀରେ-ଧୀରେ କହୁଛି ହୃଦୟ ତୁ ଅତି ନିଜର
ଭିଜିବାକୁ ଇଚ୍ଛାହୁଏ ପ୍ରେମରଙ୍ଗରେ ତୋର

ଚାହୁଁ-ଚାହୁଁ ତୋଠାରେ ଅଟକିଗଲା ମୋ ନଜର
ହଜିଗଲା ମୋ ଆଖି ତୋ ପ୍ରେମ ଚାହାଣିରେ
ଧୀରେ-ଧୀରେ କହୁଛି ହୃଦୟ ତୁ ଅତି ନିଜର
ଭିଜିବାକୁ ଇଚ୍ଛାହୁଏ ପ୍ରେମରଙ୍ଗରେ ତୋର

ଚାହୁଁ-ଚାହୁଁ ତୋ ଠାରେ

ଏ ମନ ମୋର ଥିଲା ଯାଯାବର
ଖୋଜୁଥିଲା ତୋ ଠିକଣା
ତୁ ଛୁଇଁଦେଲୁ ମୋତେ ମିଳିଗଲା ପ୍ରେମର ଅଗଣା

ମୋ ଆଖିରୁ ତୁ ଟିକେ ହଜିଗଲେ ହେଇଯାଏ ଆନମନା
ତୋ ସପନରେ ନିଦ ଭାଙ୍ଗିଗଲେ
ମତେ ଜମା ଭଲଲାଗେନା
ମତେ ଜମା ଭଲଲାଗେନା
ମତେ ଜମା ଭଲଲାଗେନା

ଓ ଋତୁ ଆସିପୁଣି ଋତୁ ଫେରିଯିବ
ଝରିବ ପ୍ରେମର ବାସ
ଆମ ପ୍ରେମବାଟେ ଇନ୍ଦ୍ରଧନୁରଙ୍ଗେ ଲେଖିଯିବା ଇତିହାସ

ଏଇ ଆମ ପ୍ରେମଦୁନିଆଁରେ
ରହିବା ସାଥିହେଇ
ଏ ପ୍ରେମକାହାଣୀ ଆଜିଠୁ ଜାଣିବ ଏ ସାରା ପୃଥିବୀ
ଏ ସାରା ପୃଥିବୀ
ଏ ସାରା ପୃଥିବୀ

ଚାହୁଁ-ଚାହୁଁ ତୋ ଠାରେ (ଚାହୁଁ-ଚାହୁଁ ତୋ ଠାରେ)
ଅଟକିଗଲା ମୋ ନଜର (ଅଟକିଗଲା ମୋ ନଜର)
ହଜିଗଲା ମୋ ଆଖି (ହଜିଗଲା ମୋ ଆଖି)
ତୋ ପ୍ରେମ ଚାହାଣିରେ (ତୋ ପ୍ରେମ ଚାହାଣିରେ)
ଚାହୁଁ-ଚାହୁଁ ତୋ ଠାରେ (ଚାହୁଁ-ଚାହୁଁ ତୋ ଠାରେ)



Credits
Writer(s): Aasutosh Barik, Sarat Chandra Bandhan
Lyrics powered by www.musixmatch.com

Link