Jaha Mun Khojichhi

ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି
ସେହି ପ୍ରିୟା ତୁମେ ସୁନ୍ଦର

ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି
ସେହି ପ୍ରିୟା ତୁମେ ସୁନ୍ଦର
ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି
ସେହି ପ୍ରିୟା ତୁମେ ସୁନ୍ଦର

ମନେ-ମନେ ଯା'ର ଛବି ମୁଁ ଆଙ୍କିଛି
ମନେ-ମନେ ଯା'ର ଛବି ମୁଁ ଆଙ୍କିଛି

ସେହି ପ୍ରିୟା ତୁମେ ସୁନ୍ଦର

ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି
ସେହି ପ୍ରିୟା ତୁମେ ସୁନ୍ଦର

ତୁମରି ସୁଷମା ଚନ୍ଦ୍ର ନେଇଛି
ତୁମରି ରଙ୍ଗ ଚାନ୍ଦିନୀ ମାଖିଛି
ତୁମରି ସୁଷମା ଚନ୍ଦ୍ର ନେଇଛି
ତୁମରି ରଙ୍ଗ ଚାନ୍ଦିନୀ ମାଖିଛି

ତୁମରି ହସର ଝଲକକୁ ନେଇ
ତୁମରି ହସର ଝଲକକୁ ନେଇ

ବିଜୁଳିର ରୂପ ସମ୍ଭାର

ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି
ସେହି ପ୍ରିୟା ତୁମେ ସୁନ୍ଦର

ଆଗ ପ୍ରିୟତମା, ତୁମେ ଅନୁପମା
ପୂଜୁଛି ତୁମକୁ ମନ୍ଦିରେ ମନ
ଆଗ ପ୍ରିୟତମା, ତୁମେ ଅନୁପମା
ପୂଜୁଛି ତୁମକୁ ମନ୍ଦିରେ ମନ

ତୁମେ ମୋ ଦେବତା, ତୁମେ ମୋର ପ୍ରାଣ
ତୁମେ ମୋ ଦେବତା, ତୁମେ ମୋର ପ୍ରାଣ

ତୁମ ବିନା ସବୁ ଅନ୍ଧାର

ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି
ସେହି ପ୍ରିୟା ତୁମେ ସୁନ୍ଦର

ମନେ-ମନେ ଯାର ଛବି ମୁଁ ଆଙ୍କିଛି
ମନେ-ମନେ ଯାର ଛବି ମୁଁ ଆଙ୍କିଛି

ସେହି ପ୍ରିୟା ତୁମେ ସୁନ୍ଦର

ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି
ସେହି ପ୍ରିୟା ତୁମେ ସୁନ୍ଦର
ସେହି ପ୍ରିୟା ତୁମେ ସୁନ୍ଦର
ସେହି ପ୍ରିୟା ତୁମେ ସୁନ୍ଦର



Credits
Writer(s): Upendra Kumar, Natyashree Raghunath Mishra
Lyrics powered by www.musixmatch.com

Link