Aji Tharu (Sad Song)

ଅଧା ଗପ ତୁ, ଅଧା ଗପ ମୁଁ
ତୋ ବିନା ଆଉ କିଛି ଭାବେ ନାହିଁ ମୁଁ

ଅଧା ସ୍ବପ୍ନ ତୁ, ଅଧା ସ୍ବପ୍ନ ମୁଁ
ତୋତେ ଛାଡ଼ି ସ୍ବପ୍ନ କେବେ ଦେଖି ନାହିଁ ମୁଁ

ଆଜିଠାରୁ, ସ୍ବପ୍ନ ମୋର ତୋରି ଆଖିରେ
ଆଜିଠାରୁ, କଥା ମୋର ତୋରି ଓଠରେ

ତୁ ଯାହା କହିବୁ
ମୁଁ ସବୁ ଶୁଣିବି
ତୋ ଇଚ୍ଛାରେ

ଆଜିଠାରୁ, ହାତ ମୋର ତୋରି ହାତରେ
ଆଜିଠାରୁ, ଚାଲିବି ମୁଁ ତୋରି ବାଟରେ



Credits
Writer(s): Prem Anand, Subrat Swain
Lyrics powered by www.musixmatch.com

Link