Ishqiyan - From "Ishqiyan"

Feel my love
Feel my love
Feel my love
Feel my love

ତୋ हलका सा ଇଶାରା
ମୋ ହୃଦୟଟା ସାରା
ତୋ हलका सा ଇଶାରା
ମୋ ହୃଦୟଟା ସାରା

ଛାଟି ଦେଲା ପ୍ରେମ ଛିଟା
ଛିଟା ଲାଗିଲା ରେ ମିଠା
ତୋ ରୂପ ରଙ୍ଗରେ ମୁଁ ଘାଇଲା ହେଲିଣି

ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହି ପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହି ପାରିବିନି

ମନ ମୋର ସେବେଠାରୁ ଶୋଷରେ
ଯେବେ ଦେଖିଲି ପ୍ରଥମ ଥର
ନିଦଭୁଲା ଆଖି ମୋର ଖୋଜେ ରେ
ଖାଲି ଟିକିଏ ଝଲକ ତୋର

ଖାଲି ତୁ, ଖାଲି ତୁ
ତୋ ବିନା କିଛି ଚାହୁଁନି

ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହି ପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହି ପାରିବିନି

ଗୋଟେ ଋତୁ ଲାଗିଲା ରେ ଅଧିକା
ଯେବେ ମିଶିଲା ଆଖିରେ ଆଖି
ସେଇ ଋତୁ ପ୍ରେମ ଋତୁ ଜାଣିଥା
ଖାଲି ତୋ ମୁହଁ ଦିଏ ରେ ଆଙ୍କି

ଖାଲି ତୁ, ଖାଲି ତୁ
ତୋ ବିନା କିଛି ଚାହୁଁନି

ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହି ପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହି ପାରିବିନି

ତୋ हलका सा ଇଶାରା
ମୋ ହୃଦୟଟା ସାରା
ତୋ हलका सा ଇଶାରା
ମୋ ହୃଦୟଟା ସାରା

ଛାଟି ଦେଲା ପ୍ରେମ ଛିଟା
ଛିଟା ଲାଗିଲା ରେ ମିଠା
ତୋ ରୂପ ରଙ୍ଗରେ ମୁଁ ଘାଇଲା ହେଲିଣି

ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହି ପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହି ପାରିବିନି



Credits
Writer(s): Saroj Samal
Lyrics powered by www.musixmatch.com

Link