Prema Rutu (From "Prema Rutu")

ତୁ ମୋର ପ୍ରଥମ ପ୍ରେମ ଋତୁ
ତୁ ମୋର ପ୍ରଥମ ପ୍ରେମ ଋତୁ
ଧିରେ ଧିରେ ଏ ମନେ ବସିଲୁ ତୁ
ଆଣିଲୁ ଜୀବନେ ନୁଆଁ ଋତୁ
ମୁଁ ଚାହିଁ ରହିଥିଲି ଏହି ଋତୁ କୁ

ଦିଲ୍ ରୁ ଦିଲ୍ କୁ ଯେବେ ବାସ୍ନା ଛୁଟେ
ହସି ହସି ମୋତେ ଛୁଇଁ ଯାଏ
ଛିନ୍-ବିନ୍ କରିଦେଲା ଦିଲ୍ ଟା ମୋର
ଛୁଁ-ଛୁଁ ଋତୁ ବାସ୍ନା ଫୁଟିଯାଏ

ତୁ ମୋର ସବୁକିଛି ଜୀବନରେ
ଓ, ତୁ ମୋର ସବୁକିଛି ଜୀବନରେ
ତୋ ପାଇଁ ସବୁ ମୁଁ ଭୁଲିପାରେ
ସାତ ରଙ୍ଗ ମୋତେ ଧୀରେ ଧୀରେ-
ବାଟସାରା ରଙ୍ଗ ଢ଼ାଳିଦିଏ

ଗୁମସୁମ ଗୁମସୁମ ଲାଗେ ମୋତେ
ନଥିଲେ ରାତିରେ ତୋ ସାଥେ ସାଥେ
କେଜାଣି କେବେ ଦିନ ରାତି ହୁଏ
ଜାଣିହୁଏନା ତୁ ଥିଲେ ସାଥେ

ତୁ ମୋର ଶୁନସାନ କବିତା ଟିଏ
ତୁ ମୋର ଶୁନସାନ କବିତା ଟିଏ
ଥିଲେ ପାଖେ ସ୍ୱପ୍ନ ଦେଖି ହୁଏ
ମୋ ଦିଲ କାହାଣୀ ସଙ୍ଗୀତ ହୁଏ
ଥିଲେ ତୁ ସେସବୁ ଗାଇହୁଏ



Credits
Writer(s): Suraj Haldar
Lyrics powered by www.musixmatch.com

Link