Mana Pakhi

ଚାଲ ଯିବା ଆମେ ସାଥେ ଡାକୁଛି ମନ ଯେଆଡେ
ଚାଲ ଯିବା ହାତ ଧରି ସପନର ସହରେ
ଚାଲ ଯିବା ଆମେ ସାଥେ ଡାକୁଛି ମନ ଯେଆଡେ
ଚାଲ ଯିବା ହାତ ଧରି ସପନର ସହରେ

ମନ ପକ୍ଷୀ ମୋ ଅଧୀର
ଉଡିବାକୁ ଆକାଶରେ ବହୁଦୂର
ମନ ପକ୍ଷୀ ମୋ ଅଧୀର
ଉଡିବାକୁ ଆକାଶରେ ବହୁଦୂର

ସତ କହୁଛି ଆଜି ମୁଁ ତୋତେ
ପାଇଛି ଖୋଜି ନିଜକୁ ତୋ ପାଖେ
ନିସ୍ତବତ ତୋର ଏଇ ଆଖି ଆଙ୍କୁଛି ଛବି କଜଳେ
ସତ କହୁଛି ଆଜି ମୁଁ ତୋତେ
ପାଇଛି ଖୋଜି ନିଜକୁ ତୋ ପାଖେ
ନିସ୍ତବତ ତୋର ଏଇ ଆଖି ଆଙ୍କୁଛି ଛବି କଜଳେ

ମନ ପକ୍ଷୀ ମୋ ଅଧୀର
ଉଡିବାକୁ ଆକାଶରେ ବହୁଦୂର
ମନ ପକ୍ଷୀ ମୋ ଅଧୀର
ଉଡିବାକୁ ଆକାଶରେ ବହୁଦୂର

ଅଜଣା ବାଟେ ମୋ ସାଥିରେ ଚାଲନା ଏ ରାତିରେ
କୋଣଜହ୍ନ ଆଲୁଅରେ କହିବି କେତେ ଭଲ ପାଏ
ଅଜଣା ବାଟେ ମୋ ସାଥିରେ ଚାଲନା ଏ ରାତିରେ
କୋଣଜହ୍ନ ଆଲୁଅରେ କହିବି କେତେ ଭଲ ପାଏ

ଜାଣେନି କାହିଁ ଅକାରଣେ
ମନ ମୋର ଏତେ ଡ଼ରେ
ତୁ ଅଛୁ ମୋ ଏତେ ପାଖେ
ତଥାପି ଖୋଜୁଛି ତୋତେ

ମନ ପକ୍ଷୀ ମୋ ଅଧୀର
ଉଡିବାକୁ ଆକାଶରେ ବହୁଦୂର
ମନ ପକ୍ଷୀ ମୋ ଅଧୀର
ଉଡିବାକୁ ଆକାଶରେ ବହୁଦୂର

ସତ କହୁଛି ଆଜି ମୁଁ ତୋତେ
ପାଇଛି ଖୋଜି ନିଜକୁ ତୋ ପାଖେ
ନିସ୍ତବତ ତୋର ଏଇ ଆଖି ଆଙ୍କୁଛି ଛବି କଜଳେ
ସତ କହୁଛି ଆଜି ମୁଁ ତୋତେ
ପାଇଛି ଖୋଜି ନିଜକୁ ତୋ ପାଖେ
ନିସ୍ତବତ ତୋର ଏଇ ଆଖି ଆଙ୍କୁଛି ଛବି କଜଳେ

ମନ ପକ୍ଷୀ ମୋ ଅଧୀର
ଉଡିବାକୁ ଆକାଶରେ ବହୁଦୂର
ମନ ପକ୍ଷୀ ମୋ ଅଧୀର
ଉଡିବାକୁ ଆକାଶରେ ବହୁଦୂର



Credits
Writer(s): Nagarjun Dehuri
Lyrics powered by www.musixmatch.com

Link