Akhire Mora Vodka

ଆଖିରେ ମୋର ହାଏ, Vodka ର ନିଶା
ଓଠ ରସାଲି, ସତେ Whisky ନିଶା
ଆଖିରେ ମୋର ହାଏ, Vodka ର ନିଶା
ଓଠ ରସାଲି, ସତେ Whisky ନିଶା

ପ୍ରେମରେ ମୋର ପଡ଼ିଯା darling
ପ୍ରେମରେ ମୋର ପଡ଼ିଯା darling
ନାଚିବ ତୋ ପାଇଁ

ମାମୁନି ଥେଇ-ଥେଇ, ଥେଇ-ଥେଇ, ଥେଇ
ମାମୁନି ଥେଇ-ଥେଇ, ଥେଇ-ଥେଇ, ଥେଇ
ମାମୁନି ଥେଇ-ଥେଇ, ଥେଇ-ଥେଇ, ଥେଇ
ମାମୁନି ଥେଇ-ଥେଇ, ଥେଇ-ଥେଇ, ଥେଇ

ହୋ, ଯା'ରେ ଯା, ମୋତେ ତୁ ପ୍ରେମ ଦେଖାନା
ଆରେ, ଅଳିଆ ଖେଳ ଏ ମୋତେ ଶିଖାନା
ପ୍ରେମ ଶଳା ଗୋଟେ କିଳା, ଯିଏ କଲା ନାମ ନେଲା

ପଡ଼ିବୁନି ତମ ପ୍ରେମରେ ଆମେ, ଅଲଗା मुर्गा ପଟା
ସବୁ ସୁନ୍ଦରୀ नखरावाली, हटा सावन की घटा

ବାଟ ଘାଟରେ, ଝୁଣ୍ଟିଲେ ଯେବେ
ହଁ, ବାଟ ଘାଟରେ, ଝୁଣ୍ଟିଲେ ଯେବେ ଚୁନରି ମୋ ଖସିଯାଏ
ହାଁ, ଟୋକାଙ୍କର ବିନା दारू ରେ ନିଶା ଚଢ଼ି ଚଢ଼ି ଯାଏ ରେ
ଟୋକାଙ୍କର ବିନା दारू ରେ ନିଶା ଚଢ଼ି ଚଢ଼ି ଯାଏ ରେ

दिल की रानी ମୁଁ, ହାଏ, ଅଙ୍ଗୁରି କଷା
ବୁଝିଯା ଥରେ ମୋ heart ର ଭାଷା

ପ୍ରେମରେ ମୋର ପଡ଼ିଯା darling
ପ୍ରେମରେ ମୋର ପଡ଼ିଯା darling
ନାଚିବ ତୋ ପାଇଁ

ମାମୁନି ଥେଇ-ଥେଇ, ଥେଇ-ଥେଇ, ଥେଇ
ମାମୁନି ଥେଇ-ଥେଇ, ଥେଇ-ଥେଇ, ଥେଇ
ମାମୁନି (ଥେଇ-ଥେଇ, ଥେଇ-ଥେଇ, ଥେଇ)
ମାମୁନି (ଥେଇ-ଥେଇ, ଥେଇ-ଥେଇ, ଥେଇ)
(ମାମୁନି ଥେଇ-ଥେଇ, ଥେଇ-ଥେଇ)

ବୟସ ମୋର ମିହିର ଦାନାରୁ...
ହାଁ, ବୟସ ମୋର ମିହିର ଦାନାରୁ ହେଲା ଯେବେ ରସଗୋଲା
ହାଁ, ମୋ ନାଁରେ ସବୁ ଛକରେ ବିକା ହେଲା ଠିପି ଖୋଲା
ହାଏ, ମୋ ନାଁରେ ସବୁ ଛକରେ ବିକା ହେଲା ଠିପି ଖୋଲା

जवानी ମୋର, ହାଏ, नशीली थोड़ा
ଭୁଲିଯିବୁ ତୁ, ହଁ, ବରଫ ସୋଢା

ପ୍ରେମରେ ମୋର ପଡ଼ିଯା darling
ପ୍ରେମରେ ମୋର ପଡ଼ିଯା darling
ନାଚିବ ତୋ ପାଇଁ

ମାମୁନି ଥେଇ-ଥେଇ, ଥେଇ-ଥେଇ, ଥେଇ
ମାମୁନି ଥେଇ-ଥେଇ, ଥେଇ-ଥେଇ, ଥେଇ
ମାମୁନି ଥେଇ-ଥେଇ, ଥେଇ-ଥେଇ, ଥେଇ
ମାମୁନି (ଥେଇ-ଥେଇ, ଥେଇ-ଥେଇ, ଥେଇ)
ମାମୁନି (ଢେଇ-ଢେଇ, ଢେଇ-ଢେଇ, ଢେଇ)
ମାମୁନି (ଥେଇ-ଥେଇ, ଥେଇ-ଥେଇ, ଥେଇ)
ମାମୁନି (ଥେଇ-ଥେଇ, ଥେଇ-ଥେଇ, ଥେଇ)
(ଥେଇ-ଥେଇ)



Credits
Writer(s): Abhijit Majumdar, Nirmal Nayak
Lyrics powered by www.musixmatch.com

Link