Aa Lagei De Daga

ତତେ ପ୍ରେମ ରୋଗ
ମୋତେ ପ୍ରେମ ରୋଗ
ୟା ଠାରୁ ନାହିଁ ଆଉ ବଡ ଭାଗ୍ଯ
ଏ Romantic Romantic ପାଗ

ଆ, ଲଗେଇଦେ ଲଗେଇଦେ ଦାଗ (ଦାଗ)
ଆ, ଲଗେଇଦେ ଲଗେଇଦେ ଦାଗ (ଦାଗ)
ଆ, ଲଗେଇଦେ ଲଗେଇଦେ ଦାଗ
ଆ, ଲଗେଇଦେ ଲଗେଇଦେ ଦାଗ

ତୋ ଆଖି ମୋ ଆଖି
ମିଶି ଗଲେ ଯାଏ ଲାଖି
କିଛି କିଛି ହେଇଯାଏ ଛାତିରେ

ତୋ ମନ ମୋ ମନ
ନିଶା ନିଶା ସାରା ଦିନ
ତୋ ସ୍ବପ୍ନ ମୋ ଆଖିରେ ସବୁ ରାତିରେ

ତତେ ନାହିଁ ନିଦ, ମୋତେ ନାହିଁ ନିଦ
ବୟସ ପାଇଁ ତୋ ଏ ବଡ ବିପଦ
ଏ Romantic Romantic ପାଗ

ଆ, ଲଗେଇଦେ ଲଗେଇଦେ ଦାଗ (ଦାଗ)
ଆ, ଲଗେଇଦେ ଲଗେଇଦେ ଦାଗ (ଦାଗ)
ଆ, ଲଗେଇଦେ ଲଗେଇଦେ ଦାଗ
ଆ, ଲଗେଇଦେ ଲଗେଇଦେ ଦାଗ

ତୁ ଅଛୁ
ମୁଁ ଅଛି
ଲାଗେ ଅଛି ସବୁ କିଛି
ମିଠା ମିଠା ଭାରି ମିଠା ଲାଗେ ଜିବନ

ତତେ ଯେବେ ଦେଖେ ନାହିଁ
ଲାଗେ ନାହିଁ ନିଜ ଛାଇ
ତୁ ଥିଲେ ଦିନରେ ବି ଦିଶେ ସପନ

ତୋର ଯୋଉ ବାଟ ମୋର ସେଇ ବାଟ
ଯୁଆଡକୁ ଗଲେ ହେଇଯାଏ ଭେଟ
ଏ Romantic Romantic ପାଗ

ଆ, ଲଗେଇଦେ ଲଗେଇଦେ ଦାଗ (ଦାଗ)
ଆ, ଲଗେଇଦେ ଲଗେଇଦେ ଦାଗ (ଦାଗ)
ଆ, ଲଗେଇଦେ ଲଗେଇଦେ ଦାଗ
ଆ, ଲଗେଇଦେ ଲଗେଇଦେ ଦାଗ



Credits
Writer(s): Prem Anand
Lyrics powered by www.musixmatch.com

Link