Sabuthu Bhala

ସବୁଠୁ ଭଲ, ସବୁଠୁ ମିଠା
ଦୁନିଆଁରେ ଯା'ର ନାଁ
ସାଗରରୁ ବଡ଼, ଆକାଶରୁ ବଡ଼
ସିଏ ତ ମୋରି ମା', ସିଏ ତ ମୋରି ମା'

ସବୁଠୁ ଭଲ, ସବୁଠୁ ମିଠା
ଦୁନିଆଁରେ ଯା'ର ନାଁ
ସାଗରରୁ ବଡ଼, ଆକାଶରୁ ବଡ଼
ସିଏ ତ ମୋରି ମା', ସିଏ ତ ମୋରି ମା'

ମୋ ଆଖିର ଲୁହ ଦେଖେ ଯେବେ ସିଏ
ଆଖି କରେ ଛଳଛଳ
ମୋ ଭାଗ୍ୟରେ ଥିଲା ପାଇଲି ମୁଁ
ତାର ମଧୁମୟୀ କୋଳ

ମା' ପରି କହ କିଏ ଅଛି ଆଉ
ବିପଦେ କରିବ ଆହାଃ
ବିପଦେ କରିବ ଆହାଃ

ସବୁଠୁ ଭଲ, ସବୁଠୁ ମିଠା
ଦୁନିଆଁରେ ଯା'ର ନାଁ
ସାଗରରୁ ବଡ଼, ଆକାଶରୁ ବଡ଼
ସିଏ ତ ମୋରି ମା', ସିଏ ତ ମୋରି ମା'

ମୋ ମା' ଠାରେ ଦେଖି ଅଛି ମୁହିଁ
ନର ଦେହେ ନାରାୟଣ
ମରିଯିବି ପଛେ, ଧରି ରଖିଥିବି
ମୋ ମଥାରେ ତା ଚରଣ

ଦୂରେ ଯେବେ ଥାଏ ସବୁଠାରୁ ଆଗେ
ମନେପଡେ ମୋ ମା'
ମନେପଡେ ମୋ ମା'

ସବୁଠୁ ଭଲ, ସବୁଠୁ ମିଠା
ଦୁନିଆଁରେ ଯା'ର ନାଁ
ସାଗରରୁ ବଡ଼, ଆକାଶରୁ ବଡ଼
ସିଏ ତ ମୋରି ମା', ସିଏ ତ ମୋରି ମା'



Credits
Writer(s): Sekhar Ghosh, Rajani Kanta Nayak
Lyrics powered by www.musixmatch.com

Link