Mana Abhimana

ହେ, ମାନ, ଅଭିମାନ, ପ୍ରେମ, ଯାହା ଦେବ ଢ଼ାଳି
ହସି-ହସି ନେବି ସବୁ ଜୀବନେ ଆଦରି

ସାକ୍ଷୀ ଏ ଆକାଶ ଧରା, ସାକ୍ଷୀ ଆମରି
ଜନମେ-ଜନମେ ମୁଁ ଯେ ସାଥୀ ତୁମରି

ହେ, ମାନ, ଅଭିମାନ, ପ୍ରେମ, ଯାହା ଦେବ ଢ଼ାଳି
ହସି-ହସି ନେବି ସବୁ ଜୀବନେ ଆଦରି

ପ୍ରେମ ତୁମର ଜୀବନେ ପାଇ
ମହକେ ମନର ଚନ୍ଦନ
ତୁମରି ସାଥେ, ଆଜି ମୁଁ ହସେ
ଝୁମେ ରାତି ନାଚେ ଦିନ

ପ୍ରେମ ତୁମର ଜୀବନେ ପାଇ
ମହକେ ମନର ଚନ୍ଦନ
ତୁମରି ସାଥେ, ଆଜି ମୁଁ ହସେ
ଝୁମେ ରାତି ନାଚେ ଦିନ

ହେ, ମାନ, ଅଭିମାନ, ପ୍ରେମ, ଯାହା ଦେବ ଢ଼ାଳି
ହସି-ହସି ନେବି ସବୁ ଜୀବନେ ଆଦରି

ଆଜିର ନୁହେଁ, କାଲିର ନୁହେଁ
ଇଏ ତ ଯୁଗର ବନ୍ଧନ
ନଥିବ ଧରା, ନଥିବା ଆମେ
ରହିଥିବ ଆମ ପ୍ରେମ

ଆଜିର ନୁହେଁ, କାଲିର ନୁହେଁ
ଇଏ ତ ଯୁଗର ବନ୍ଧନ
ନଥିବ ଧରା, ନଥିବା ଆମେ
ରହିଥିବ ଆମ ପ୍ରେମ

ହେ, ମାନ, ଅଭିମାନ, ପ୍ରେମ, ଯାହା ଦେବ ଢ଼ାଳି
ହସି-ହସି ନେବି ସବୁ ଜୀବନେ ଆଦରି

ସାକ୍ଷୀ ଏ ଆକାଶ ଧରା, ସାକ୍ଷୀ ଆମରି
ଜନମେ-ଜନମେ ମୁଁ ଯେ ସାଥୀ ତୁମରି

ହେ, ମାନ, ଅଭିମାନ, ପ୍ରେମ, ଯାହା ଦେବ ଢ଼ାଳି
ହସି-ହସି ନେବି ସବୁ ଜୀବନେ ଆଦରି



Credits
Writer(s): Nizam, Sibu Jena
Lyrics powered by www.musixmatch.com

Link