Awara Dil Mo Kahe

आवारा दिल ମୋ କହେ
ତତେ ଖାଲି ଭଲପାଏ
आवारा दिल ମୋ କହେ
ତତେ ଖାଲି ଭଲପାଏ

ତୋ ସାଥିରେ ଯାଉ ବିତି
ସବୁ ଦିନ, ସବୁ ରାତି

ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି

दीवानी दिल ମୋ କହେ
ତତେ ଖାଲି ତତେ ଚାହେଁ
ତୁ ଥିଲେ ସାଥେ ମୋର
ବାଟସାରା ହୀରା, ମୋତି

ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)

ତୋ ଆଖି, ମୋ ଆଖି
ହଁ, ମିସିଲା ଯେବେଠୁ
ଗୋଟିଏ ରାତିବି ମୁଁ ସୋଇନି ସେବେଠୁ

ଅଲଗା ଲାଗୁଛୁ ମୋତେ ତ ସବୁଠୁ
ତୋ ବାଟ ଚାହିଁ ରେ, ମୁଁ ବସିଛି କେବେଠୁ

पागलपन ମୋ କହେ
ତୁ ଆଉ କାହାର ନୁହେଁ

ତୋ ସାଥିରେ ଯାଉ ଉଡି, ମୋ ମନ ପ୍ରଜାପତି

ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)
ଓରେ ସାଥି, ଓରେ ସାଥି (ଓରେ ସାଥି, ଓରେ ସାଥି)

ହୃଦୟ ଯଉଠି, ମୋ ସ୍ପନ୍ଦନ ସେଇଠି
ତୁ ଥିବୁ ଯଉଠି, ମୁଁ ଥିବିରେ ସେଇଠି
ଖୋଜିବି ତତେରେ ମୁଁ କାହିଁକି କଉଠି
ଆଖିରେ, ଓଠରେ ତୁ ଅଛୁରେ ସବୁଠି

ଚୁଲବୁଲି ମନ ମୋ କହେ
ତୋ ବିନା ମୁଁ କିଛି ନୁହେଁ
ତୋ ସାଥିରେ ବାଣ୍ଟିନେବି
ସବୁ ସ୍ମୃତି, ଅନୁଭୁତି

ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି
ଓରେ ସାଥି, ଓରେ ସାଥି



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link