Tadap Tadap (From "Premare Rakhichi 100 Ru 100")

तड़प-तड़प କରି ତ ମାରିଦିଏ ତୋ ପ୍ରେମ
କାହିଁକି? କାହିଁକି? କାହିଁକି?
ଛାତିରେ ଦେଲୁ ଏତେ ଜଖମ
ଛାତିରେ ଦେଲୁ ଏତେ ଜଖମ

Why did you break my heart?
Why did you break my heart?

କାହିଁକି? କାହିଁକି? କାହିଁକି?
ଛାତିରେ ଦେଲୁ ଏତେ ଜଖମ
ଛାତିରେ ଦେଲୁ ଏତେ ଜଖମ

ଦିଲ୍ ମୋତେ ଦେଇଥିଲୁ ସବୁଦିନ ପାଇଁକି
ଦିନଟିଏ ହଉ ହଉ ନେଇଗଲୁ କାହିଁକି?

ଦିଲ୍ ମୋତେ ଦେଇଥିଲୁ ସବୁଦିନ ପାଇଁକି
ଦିନଟିଏ ହଉ ହଉ ନେଇଗଲୁ କାହିଁକି?
କାଲି କଥା ଆଜି ତୋର ମନେପଡ଼େ ନାହିଁ କି?
ତଥାପି ମୁଁ ବାଟ ତୋର ରହିଛି ରେ ଚାହିଁକି

ଛଡ଼କ-ଛଡ଼କ କରି ତ ହାଏ ଭାଙ୍ଗିଦେଲୁ ମୋ ସ୍ବପ୍ନ

କାହିଁକି? କାହିଁକି? କାହିଁକି?
ଛାତିରେ ଦେଲୁ ଏତେ ଜଖମ
ଛାତିରେ ଦେଲୁ ଏତେ ଜଖମ

ଡ଼ହ-ଡ଼ହ ନିଆଁ ଆଜି ଜାଳେ ମନ ବଗିଚା
ଜଳିବୁ କି ଲିଭେଇବୁ ସବୁ କିଛି ତୋ ଇଚ୍ଛା

ଡ଼ହ-ଡ଼ହ ନିଆଁ ଆଜି ଜାଳେ ମନ ବଗିଚା
ଜଳିବୁ କି ଲିଭେଇବୁ ସବୁ କିଛି ତୋ ଇଚ୍ଛା
ଦେହ ଆଜି କରେନାହିଁ ତା ଛାଇକୁ ଭରଷା
ଟୋପେ ଲୁହ ହେଇଗଲା ସାତ-ମେଘ ବରଷ

धड़क-धड़क ହେଇ ତ ଆଜି ତତେ ଖୋଜେ धड़कन

କାହିଁକି? କାହିଁକି? କାହିଁକି?
ଛାତିରେ ଦେଲୁ ଏତେ ଜଖମ
ଛାତିରେ ଦେଲୁ ଏତେ ଜଖମ

Why did you break my heart?
Why did you break my heart?

କାହିଁକି? କାହିଁକି? କାହିଁକି?
ଛାତିରେ ଦେଲୁ ଏତେ ଜଖମ
ଛାତିରେ ଦେଲୁ ଏତେ ଜଖମ
ଛାତିରେ ଦେଲୁ ଏତେ ଜଖମ
ଛାତିରେ ଦେଲୁ ଏତେ ଜଖମ



Credits
Lyrics powered by www.musixmatch.com

Link